ନୂଆଦିଲ୍ଲୀ : ଭାରତ ସହିତ ବନ୍ଧୁତା ରଖିବା ପାଇଁ ମାଳଦ୍ୱୀପ ବାଧ୍ୟ। ଭାରତ ମାଳଦ୍ୱୀପରେ ଅନେକ ବିକାଶମୂଳକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଯଦି ଏହାକୁ ଫେରାଇ ନିଏ ତେବେ ସମସ୍ୟା ବଢ଼ିପାରେ , ତେଣୁ ମୋଇଜୁଙ୍କ ପାଖରେ ବନ୍ଧୁତ୍ୱର ହାତ ବଢ଼ାଇବା…
Tag: puri news
ଅପରାଧୀକୁ ଗିରଫ ଦାବିକଲା ଆଦିବାସୀ ସଂଘ ସୁବର୍ଣ୍ଣପୁର
ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋହିରିଆଘାଟ ଗ୍ରାମର ରାଜକିଶୋର କୁଅଁର ଙ୍କୁ ଗତ ତା ୮.୦୮.୨୦୨୪ ରିଖ ସନ୍ଧ୍ୟା ସମୟରେ…
ସ୍ୱାଧୀନତା ଯଦି କଂଗ୍ରେସ ଆଣିଛି, ଦେଶ ବିଭାଜନ ପାଇଁ ଦାୟୀ କିଏ ?
ଭାରତକୁ ସ୍ୱାଧୀନତା ପ୍ରଦାନ କରିବାର ସମ୍ପୂର୍ଣ୍ଣ ଶ୍ରେୟ କଂଗ୍ରେସ ନେଉଛି। କଂଗ୍ରେସ କହୁଛି ଯେ ଯାହା କିଛି କରାଯାଇଛି ତାହା ତାର ନେତାମାନେ କରିଛନ୍ତି। କିନ୍ତୁ ସତ୍ଯ ହେଉଛି ଯେ ଦେଶର ପ୍ରତ୍ୟେକ ସହର , ଗାଁ ,ପ୍ରତ୍ୟେକ ଘରର ଅନେକ…
ମୋଦୀ ୩.୦ ସରକାରରେ ରାହୁଲ ଗାନ୍ଧୀଙ୍କ ରୋଜଗାର ୪୬ଲକ୍ଷ, ଜାଣନ୍ତୁ କେଉଁଠୁ
ନୂଆଦିଲ୍ଲୀ : ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ଭିଡ଼ିଓ ରେ ଜନସାଧାରଣଙ୍କୁ ଶେୟାର ମାର୍କେଟ ନିବେଶ , ସେବି, ପରବର୍ତୀ କ୍ଷତି ବିଷୟରେ କହୁଛନ୍ତି ।…
ପୀଡିତା ଡାକ୍ତରଙ୍କ ସହ ସେ ଦିନ ରାତ୍ରି ଭୋଜନ କରିଥିବା ୩ କନିଷ୍ଠ ଡାକ୍ତରଙ୍କୁ ପୋଲିସର ସମନ
କୋଲକାତା : ଦୁର୍ଘଟଣାର ପୂର୍ବ ରାତିରେ ପୀଡ଼ିତାଙ୍କ ସହ ରାତ୍ରିଭୋଜନ କରିଥିବା ସମସ୍ତ ଚାରିଜଣ କନିଷ୍ଠ ଡାକ୍ତରଙ୍କୁ ପୋଲିସ୍ ଡକାଇଛି। ତେବେ, ୪ ଜଣ ବନ୍ଧୁ ସେହି ଆର୍ଜି କର୍ ମେଡ଼ିକାଲ କଲେଜରେ ପୀଡ଼ିତାଙ୍କ ସହ ରାତ୍ରିଭୋଜନ କରିଥିଲେ, ଯେଉଁଠାରେ ସେ…
ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ
ବରଗଡ଼ : ଇହଲୋକରେ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁ l ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି l ଶ୍ୱାସ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ…
ଶ୍ରୀ ମନ୍ଦିର ପରିଚାଳନା କମିଟି କାର୍ଯ୍ଯକାରୀ ଅଧ୍ଯକ୍ଷ ଭାବେ ମୁଖ୍ଯ ଶାସନ ସଚିବଙ୍କୁ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର : ଓଡ଼ିଶା ସରକାର ମଙ୍ଗଳବାର ମୁଖ୍ଯ ଶାସନ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ଅଧ୍ଯକ୍ଷ ଭାବେ ନିଯୁକ୍ତ କରିଛନ୍ତି। ୧୯୯୦ ବ୍ୟାଚ ଆଇଏଏସ୍ ଅଧିକାରୀ ଆହୁଜାଙ୍କୁ ତାଙ୍କ ବର୍ତ୍ତମାନର କର୍ତ୍ତବ୍ଯ ସହିତ ଏହି…
ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) : ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା,ଉତ୍ତରଦ୍ୱାୟୀତ୍ୱ ଓ ସ୍ୱଚ୍ଛତା ସମିତି ତରଫରୁ ଆଜି ପଞ୍ଚମ ପର୍ଯ୍ୟାୟ ରେ ସଦର ବ୍ଲକ ହରଡ଼ଖଳ, ଜନମୁରା, ଗ୍ରାମ ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ…
ଡାକ୍ତରଖାନାକୁ ରୋଗ ଦେଖାଇବାକୁ ଆସିଥିବା ଦୁଇ ମହିଳା ଦୁଷ୍କର୍ମ ଶିକାର ଅଭିଯୋଗ
ଭୁବନେଶ୍ୱର (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଡାକ୍ତରଖାନାକୁ ରୋଗ ଦେଖିବା ପାଇଁ ଆସିଥିବା ଦୁଇ ମହିଳା ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁଯାଇ lଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀ ଦୁଷ୍କର୍ମର…
ହରଘର ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ): ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ହରଘର ତିରଙ୍ଗା ଅଭିଯାନର ଅଂଶବିଶେଷ ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,…