ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର :ଭାରତ ସ୍କାଉଟ ଗାଇଡ୍, ଓଡିଶା ତରଫରୁ ତା ୧୪ ରିଖରେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୩-୨୪ ବର୍ଷର ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ,…

ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଅସୁରକ୍ଷିତ ତ ସାଧାରଣ ମହିଳାଙ୍କ ଅବସ୍ଥା କଣ ?

ଆମଆଦମୀ ପାର୍ଟି ର ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଓ ଉପସ୍ଥିତିରେ ଅସଦାଚରଣ ଅଭିଯୋଗ । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର ମାରପିଟ ସହିତ ଅସଦାଚରଣ…

ମନ୍ଦିର ନଗରୀ ଭୁବନେଶ୍ୱରରେ ରୋଡ୍‌ ସୋ କଲେ ଜେପି ନଡ୍ଡା

ଭୁବନେଶ୍ୱରରେ : ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ପର୍ଯ୍ୟନ୍ତ ନଡ୍ଡାଙ୍କ ରୋଡ୍‌ ସୋ । ତାଙ୍କ ସହ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ ଏହି ରୋଡ୍‌ ସୋରେ…

ରେଳ ଧାରଣା ରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର :ରେଳ ଧାରଣା ରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରିଥିବାବେଳେ ଆଉ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଉଦ୍ଧାର କରିଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ରେଳ…

ଏଟିଏମ ଲୁଟେରା ଗିରଫ

ଭୁବନେଶ୍ୱର :ଜଣେ ଏଟିମ ଲଟେରା କୁ ଲୋକମାନେ ଧରି ପୋଲିସ ଜିମା ଦେଇଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଲୁଗାଁ ଏସ ବି ଆଇ ଏଟିଏମ ରୁ ଦୁଇ ଜଣ ମହିଳା…

ଡି.ଡି ନ୍ୟୁଜ୍ ସାମ୍ବାଦିକ ଶୁଣାଇଲେ କଂଗ୍ରେସ ସରକାର ସମୟର ହିନ୍ଦୁ ବିରୋଧୀ ଚିନ୍ତାଧାରା

ଡି.ଡି. ନ୍ୟୁଜ୍ ସାମ୍ବାଦିକ କଂଗ୍ରେସର ହିନ୍ଦୁ ବିରୋଧୀ ବିଚାରଧାରାକୁ ପଦାରେ ପକାଇଛନ୍ତିମେ 14, ମଙ୍ଗଳବାର ଦିନ, ଏକ୍ସ (ଔପଚାରିକ ଭାବେ ଟ୍ୱିଟର) ରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଏକ ରାଷ୍ଟ୍ରାୟତ ଦୂରଦର୍ଶନ ନ୍ୟୁଜ୍ ରେ କାର୍ଯ୍ଯ କରୁଥିବା ବରିଷ୍ଠ…

ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ

ଖୋର୍ଦ୍ଧା : ବାଣ ପ୍ରସ୍ତୁତି ସମୟ ରେ ବିସ୍ଫୋରଣ ଏମିତି ଏକ ଖବର ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଆଞ୍ଚଳର ଲେଖନପୁର ଗାଁ ରେ ।ଘଟଣାରୁ ପ୍ରକାଶ ଗୌରାଙ୍ଗ ଚରଣ ପଟ୍ଟନାୟକ ଘରେ ବାଣ ଭିଡୁଥିବା ସମୟ ବିସ୍ଫୋରଣ ହୋଇଥିଲା…

ଏଇତ ମୋ ସ୍ୱର୍ଗ …

କୁଆଁ କୁଆଁ ଡାକି ଯା’ କାନ୍ଥ ବାଡ଼ କମ୍ପାଇଲିପେଟେଇ ଆଣ୍ଠେଇ ଯା ‘ପରେ ଚାଲିବା ଶିଖିଲି,ଯା’ ଚାଳ ବଞ୍ଚାଇଲା ଖରା ଓ ବର୍ଷାରୁଯା’ କାନ୍ଥ ରୋକି ନେଲା କୋହରା ଶୀତରୁ,ସେଇ ମୋ ଘର, ସାକ୍ଷୀ ମୋ ଅସ୍ତିତ୍ୱର I ମୋ ଷଠିଘର…

ଶ୍ରୀକ୍ଷେତ୍ରରେ ଆଜି ପଇତା ଲାଗି ନୀତି, ଭକ୍ତଙ୍କ ପାଇଁ ଦର୍ଶନ ୪ ଘଣ୍ଟା ନିଷେଧ

ପୁରୀ : ଶ୍ରୀକ୍ଷେତ୍ର ରେ ଆଜି ୬ ତାରିଖ ସୋମବାର ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ‘ପଇତାଲାଗି ନୀତି’ ଅନୁଷ୍ଠିତ ହେବ । ଏହି ନୀତିକୁ ଦଇତାପତି ସେବକମାନେ ସମ୍ପର୍ଣ୍ଣ କରିଥାନ୍ତି।ମହାପ୍ରଭୁଙ୍କ ଅଧରର ସୁରକ୍ଷା ପାଇଁ ଏହି ନୀତି ବର୍ଷକୁ…

ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର :ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟ ବାସୀ । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧରଣୀଧରଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ…

error: Content is protected !!
Powered by Joinchat