ବରଗଡ(ମୁକୁନ୍ଦ ଦାସ) :ବରଗଡ଼ ସ୍ଥିତ ଗୋବିନ ପାଲି ଛକ ଠାରେ ଆପ୍ରାଇଜ କଲେଜ ରେ ମହା ଆଡ଼ମ୍ବରରେ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି, ଏହି ଅବସରରେ କଲେଜର ଅଧକ୍ଷଇ ଜଗଦୀଶ ବେହେରା ପତାକା ଉତ୍ତୋଳନ କରିଥିଲେ,ଭାଇସ ପାରିସିପାଲ ଡଃ ଦୁର୍ଲଭ…
Author: Shree khetra News
ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ, ନୀତି ଆୟୋଗ ରିପୋର୍ଟରେ ଖୁଲାସା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଆର୍ଥିକ ସ୍ବାସ୍ଥ୍ୟରେ ପୁଣି ଦେଶରେ ନମ୍ବର ୱାନ ହେଲା ଓଡ଼ିଶା। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ଏକ ନମ୍ବର ସ୍ଥାନ ପାଇଛି। ଲଗାତାର ଭାବେ ଅନେକ ବର୍ଷ ଧରି ଏଭଳି ଉପଲବ୍ଧି ହାସଲ…
ମାହାଙ୍ଗା ଡବଲ୍ ମର୍ଡର କେସ୍କୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ
ଭୁବନେଶ୍ବର(ସମୀର ରଞ୍ଜନ ନାୟକ) :ମାହାଙ୍ଗା ଡବଲ ମର୍ଡର ଘଟଣା ନେଇ ଏବେ ପୁଣି ବଢିଛି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲାକୁ ପୁଣି ବିଚାର କରିବା ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଏହି ଘଟଣାକୁ ନେଇ…
ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ :ମନ୍ମଥ ରାଉତରାୟ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ମନ୍ମଥରାଉତରାୟ ବାୟନ ବିଜେଡି ରାଜନୀତିକୁ ସରଗକରିଦେଇଛି l ତାଙ୍କର ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ସମ୍ପର୍କ ରେ ଦେଇଥିବା ମତ ବର୍ତ୍ତମାନ ଗାଁ ସଉପଢିଠାରୁ ଆରମ୍ଭ କରି ସହର ଚାଦୋକାନ ପର୍ଯ୍ୟନ୍ତ ଚର୍ଚ୍ଚା ଜୋରଧରିଛି l ପ୍ରକାଶ…
ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର।
ରାୟଗଡା(ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।ଆଜି ଶନିବାର…
ଜିଲ୍ଲା ସଭାପତି ନିର୍ବାଚନ ଜୁରିଲାଲ ମହାନ୍ତ ସଭାପତି ନିର୍ବାଚିତ
ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼) : ବିଜେପି ସଂଗଠନିକ ନିର୍ବାଚନ ଶେଷ ହୋଇଛି ଏହି କ୍ରମରେ ବିଜେପି ର ଜିଲ୍ଲା ସଭାପତି ନିର୍ବାଚନ ମଧ୍ୟ ଶେଷ ହୋଇ ଆଜି ଜିଲ୍ଲା ସଭାପତି ଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବିଜେପି ର ପଶ୍ଚିମ…
କଟକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସ
କଟକ (ଆକାଶ କୁମାର ସ୍ବାଇଁ) : କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କଟକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସରେ ୫୭ଟି ବରିଷ୍ଠ ନାଗରିକ ସଂଘର ସଭାପତି,ସଂପାଦକ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ…
ଓଡିଶା ପୋଲିସ ତଟରକ୍ଷକ ବଳ ସହ ମିଶି ଏକ ସ୍ବତନ୍ତ୍ର ବୋର୍ଡ ଗଠନ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ADG ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉପକୂଳ ସୁରକ୍ଷା ଏବଂ…
ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ
ଖୋର୍ଦ୍ଧା (ସମୀର ରଞ୍ଜନ ନାୟକ) : ଆଜି ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ ଉପଲକ୍ଷେ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସର ସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ରେ ସକାଳ ୧୦ ଘଣ୍ଟାରେ ମାଲ୍ୟାର୍ପଣ କରାଯାଇଛି । ପରେ ଉକ୍ତ…
ଓଡ଼ିଶା ସୀମାରେ ହାଇ ଆଲର୍ଟ, ମାଓବାଦୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଓଡି଼ଶା ସୀମାନ୍ତ ଛତିଶଗଡ଼ର ଗରିଆ ବନ୍ଧରେ ବଡ଼ ଧରଣର ଅପରେସନ କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୧୪ ଜଣ ନକ୍ସଲ ନିହତ ହୋଇଥିଲେ। ଦୁର୍ଦ୍ଦାନ୍ତ ନକ୍ସଲ ନେତା ଚଲପତି ବି ନିହତ ହୋଇଛନ୍ତି। ଗତକାଲି ଭବାନୀପାଟଣା ଯାଇ ସ୍ଥିତି…
