ଖଲ୍ଲିକୋଟ (ରିପୋର୍ଟ – ଅଶ୍ଵିନୀ କୁମାର ମହାନ୍ତି): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର କମଳାପଦର ଗ୍ରାମର ଉପର ସାହିରେ ଘଟିଛି ଅଗ୍ନିକାଣ୍ଡ l କାମ୍ପ ଜେନାଙ୍କ ଘରେ ଅସାବଧାନତା ବସତଃ ରାତି ୪ଟା ସମୟରେ ଚୁଲି ନିଆଁ ସମ୍ପ୍ରସାରିତ ହୋଇ…
Author: Shree khetra News
କଂଗ୍ରେସ ଦଳ “ଆଧୁନିକ ମୁସଲିମ୍ ଲିଗ୍” ରେ ପରିଣତ ହୋଇଛି
ନୂଆଦିଲ୍ଲୀ : ୱାୟେନାଡ଼ ଲୋକସଭା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ପ୍ରାର୍ଥୀ ପ୍ରିଯ଼ଙ୍କା ଗାନ୍ଧୀଙ୍କୁ କଟାକ୍ଷ କରିଛି। ଦଳର ମୁଖପାତ୍ର ପ୍ରଦୀପ ଭଣ୍ଡାରି କହିଛନ୍ତି ଯେ ଗାନ୍ଧୀ ପରିବାରର ଲୋକମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମୁସଲମାନ ଜନସଂଖ୍ୟା ଅଧିକ…
ଭାରତ ମୁମ୍ବାଇ ଆକ୍ରମଣ ପରେ ନିରବ ଥିଲା,କିନ୍ତୁ ଏବେ ଏହାକୁ ଆଉ ସହ୍ୟ କରିବ ନାହିଁ
Foreign Minister S Jaishankar: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ଯମ ଜୟଶଙ୍କର ରବିବାର କହିଛନ୍ତି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ତରଫରୁ କୌଣସି ପ୍ରତିକ୍ରିଯ଼ା ଆସିନାହିଁ। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଯଦି…
ପୂର୍ବତନ କାଉନସିଲରଙ୍କ ବିୟୋଗ
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଏନ୍ଏସିର ପୂର୍ବତନ କାଉନସିଲର ରଜନୀ କୁମାରୀ ଦାଶଙ୍କ ବୁଗୁଡ଼ା ନବ ଗୁଞ୍ଜର ସ୍ଥିତ ବାସ ଭବନରେ ଶନିବାର ରାତି ସାଢ଼େ ଦଶଟା ସମୟରେ ପରଲୋକ ଘଟିଛି।ତାଙ୍କର ଜ୍ୟେଷ୍ଠ ପୁତ୍ର ଅମୂଲ୍ୟ କୁମାର ଦାଶଙ୍କ…
ସୁବଳୟା କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଉଦଯାପିତ
ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ନିଶାମୁକ୍ତ ଭାରତ ଅଭିଯାନ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ରେ ନିଶାମୁକ୍ତ ସମ୍ପର୍କିତ ଓଡ଼ିଆ ରଚନା…
ମୁର୍ଷୁଣ୍ଢୀ ଠାରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଯାତ୍ରା ସମ୍ପନ୍ନ
ସୁବର୍ଣ୍ଣପୁର (ରିପୋର୍ଟ =ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଶନିବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜକ ପଣ୍ଡିତ ସଚ୍ଚିଦାନନ୍ଦ ପଣ୍ଡା ଓ ସଦାନନ୍ଦ ପଣ୍ଡା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି…
ବିଜେପିକୁ ବିରୋଧ କରିବା ଅପରାଧ କି – ଶଙ୍କରାଚାର୍ଯ୍ଯ ଅବିମୁକ୍ତେଶ୍ୱରାନନ୍ଦ
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶଙ୍କରାଚାର୍ଯ୍ଯ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ ଗୋ ମାତାଙ୍କ ପାଇଁ ଶପଥ ନେଉଥିବା ଯେକୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସ୍ୱାମୀ…
ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଥାନାରେ ଅଭିଯୋଗ
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ )ଗତ ୨୪ତାରିଖରେ ସମ୍ବାଦ ଦୈନିକ ଖବର କାଗଜରେ ସାମ୍ବାଦିକ ଏବଂ ସ୍ତମ୍ଭକାର ସମ୍ବିତ ସାହୁଙ୍କ ବ୍ରାହ୍ମଣ ଜାତିକୁ ଆକ୍ଷେପ କରି “ଢ଼ିଙ୍କିଶାଳରୁ ଢେଙ୍କାନାଳ ” ନିୟମିତ ସ୍ତମ୍ବରେ ” ପାଉଁଶ ତଳର ନିଆଁ…
ରାଜ୍ୟରେ ଓବିସି ମାନଙ୍କୁ ଅଣଦେଖା କରୁଛି ସରକାର: ଓବିସି ସୁରକ୍ଷା ମଞ୍ଚ
ବରଗଡ଼ (ରିପୋର୍ଟ – ମୁକୁନ୍ଦ ଦାସ ) : ଅନ୍ୟାନ ପଛୁଆ ବର୍ଗ (ଓବିସି) ମାନଙ୍କ ବିଭିନ୍ନ ପ୍ରସଙ୍ଗ ଯଥା ଶିକ୍ଷା,ଚାକିରୀ ଓ ରାଜନୀତି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ଦାବୀ ରେ ଓବିସି ସୁରକ୍ଷା ମଞ୍ଚ, ଓଡିଶା ପକ୍ଷରୁ ଏକ…
ଗୋଲିଆ ଗ୍ରାମର ଛକରେ ଭାସୁଛି ନର୍ଦ୍ଦମା ପାଣି, ପ୍ରତିକାର ଦାବି
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗାଁ ମୁହଁ ଛକରେ ନର୍ଦ୍ଦମା ଜଳ ଭାସୁଥିବା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସାଙ୍ଗକୁ ଲୋକଙ୍କ ଯାତାୟତରେ ମଧ୍ୟ ଅସୁବିଧା ହେଉଥିବା ଜଣାଯାଇଛି । ମୁଖ୍ୟ ରାସ୍ତା…
