ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର,ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ କହିଲେ ଡିସିପି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଟାଟୁରୁ ମହିଳାଙ୍କ ପରିଚୟ ଖୋଜା କଟକ ନଦୀ ପଠାରୁ ମହିଳାଙ୍କ କଟା ମୃତଦେହ ଉଦ୍ଧାର ଘଟଣାମହିଳାଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ କହିଲେ ଡିସିପିମହିଳାଙ୍କ ମୁହଁରେ ଗଭୀର ଆଘାତ ଥିବାରୁ ଚିହ୍ନିବା କଷ୍ଟକର ଡିସିପି ଆଖପାଖ…

ସିବିଆଇ ସମନ ପରେ ବଢ଼ିଲା ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ

ଭୁବନେଶ୍ୱର (ସମୀରରଞ୍ଜନ ନାୟକ ): ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପଠାଇଛି ସମନ ମିଳିଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ…

ତୃଣମୂଳ ସ୍ତରରୁ ହକି କୋଚିଂ ଶିବିର ର ଲୋକାର୍ପଣ

ପୁରୀ (ସମୀର ରଞ୍ଜନ ନାୟକ) : ପୁରୀ ଜିଲ୍ଲା ସ୍କୁଲ ଠାରେ ହକି ହାଇ ପରଫରମାନ୍ସ କେନ୍ଦ୍ର ର ବ୍ୟବସ୍ଥା ହୋଇଛି।ଏଥିରେ ୮୦ ଜଣ ପ୍ରଶିକ୍ଷାର୍ଥି ପ୍ରଶିକ୍ଷଣ ନେଉଛନ୍ତି।ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ଉପକରଣ ପ୍ରଦାନ ର ବ୍ୟବସ୍ଥା କରାଯାଇଛି।ଏହାର ଦାୟିତ୍ୱ…

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ ।

ପୁରୀ (ସମୀର ରଞ୍ଜନ ନାୟକ ) : ଜିପିଆର ଓ ରାଡାର ସର୍ଭେ ରିପୋର୍ଟରେ ଆସିଥିବା ତଥ୍ୟକୁ ନେଇ ରତ୍ନ ଭଣ୍ଡାର ହେବ ମରାମତି କାମ । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ…

ଡ଼ିସେମ୍ବର ୧୮ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଗୋନାସିକା କେନ୍ଦୁଝର ମହୋତ୍ସବ

କେନ୍ଦୁଝର ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । କେନ୍ଦୁଝର ଷ୍ଟାଡିୟମରେ ଡିସେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଗୋନାସିକା ମହୋତ୍ସବ ଏବଂ କାଳୀ ପଡ଼ିଆଠାରେ ଡ଼ିସେମ୍ବର ୧୮ ତାରିଖରୁ ୧୦…

ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳର ଟ୍ରକ୍ ମାଲିକ ମାନଙ୍କୁ ଅଗ୍ରାଧିକାରରେ ଟ୍ରକ୍ ଲୋଡିଂ ପାଇଁ ଦାବୀ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଗନ୍ଧମାର୍ଦ୍ଦନ ଶୁଆକାଟି ଖଣି ପ୍ରଭାବିତ କେନ୍ଦୁଝର ସହର ଅଞ୍ଚଳ ର ଦୀର୍ଘସ୍ଥାୟୀ ବାସିନ୍ଦା ଖଣି ଆଇନ୍ ୧୯୫୨ ର ଉପଧାରା ଅନୁଯାୟୀ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ…

ଭଡ଼ାରେ ଲାଗିବ ପରିତ୍ୟକ୍ତ ସରକାରୀ ଜମି ଓ ଘର : 11ଟି ବିଭାଗୀୟ ମୁଖ୍ୟଙ୍କୁ ଚିଠି

ଭୁବନେଶ୍ବର (ସମୀର ରଞ୍ଜନ ନାୟକ): ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା ଏଣିକି ଭଡ଼ାରେ ଲାଗିବ । ଧରି ପଡିରହିଥିବା ସରକାରୀ ଘର ପୁଣି ନୂଆ ହେବ। ଖୋଲିବ ଦୋକାନ, କାଫେ ଓ ବ୍ୟବସାୟୀକ ପ୍ରତିଷ୍ଠାନ। ଏନେଇ ରାଜ୍ୟରେ ସରକାରୀ ଜମି…

ବିଜେଡି ଇତିହାସ ଶେଷ ହୋଇଯିବ କହିଲେ ଆସାମ ମୁଖ୍ୟମନ୍ତ୍ରୀ

ପୁରୀ (ସମୀର ରଞ୍ଜନ ନାୟକ): ବିଜେଡି ଇତିହାସ ଶେଷ ହୋଇଯିବ କହିଲେ ଆସାମ ମୁଖ୍ୟମନ୍ତ୍ରୀ। ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ଼ ବୟାନ ଦେଇଛନ୍ତି। ଆଗାମୀ ୫୦ ବର୍ଷ ଯାଏଁ ବିଜେପି ରହିବ। ଏଥିରେ ସନ୍ଦେହ ନାହିଁ ବୋଲି ସେ…

ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ । ସୂଚନା ଦେଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ l ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ତେବେ…

କେନ୍ଦ୍ରାପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

କେନ୍ଦ୍ରାପଡା(ଅଲେଖ ନାୟକ): କେନ୍ଦ୍ରାପଡାରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ସମିଳନୀକକ୍ଷରେ ସଡ଼କ ସୁରକ୍ଷା ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।ସ୍କୁଲ ଓ କଲେଜ…

error: Content is protected !!
Powered by Joinchat