ପୁରୀ :ରବିବାର ସଂଧ୍ୟା ୫ ଘଟିକା ସମୟରେ ଟାଉନ୍ ହଲ୍, ପୁରୀ ପୌରସଦନ ଠାରେ ଲିଙ୍ଗରାଜ କଳା ନିକେତନର ୩୪ତମ ବାର୍ଷିକ ଉତ୍ସବ ଶ୍ରୀ ଜଗନ୍ନାଥ ଶରଣଂ ନୃତ୍ୟ, ସଙ୍ଗୀତ ସମାରୋହ ପାଳନ କରାଯାଇଅଛି। ଉକ୍ତ ମହୋତ୍ସବରେ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ…
Author: Shree khetra News
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ ଓଡିଶା ସାଧାରଣ ବୈଠକ ଅନୁଷ୍ଠିତ
ପୁରୀ :ସମ୍ପ୍ରତିକ ଶିକ୍ଷକ ବ୍ୟବସ୍ଥା ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକସ୍ଥିତି ଓ ଭୂମିକା ଉପରେ ଆଲୋଚନା ଚକ୍ର ଜାତିୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଫୋର ମ ଓଡିଶା ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ପ୍ରଶୀକ୍ଷଣ ପ୍ରତିଷ୍ଠାନ ପୁରୀ ଅନୁଷ୍ଠିତ ହୋଇଯାଇଛି…
ସକ୍ରିୟ ରାଜନୀତିରୁ ସନ୍ୟାସ ଗ୍ରହଣ କଲେ ଭିକେ ପାଣ୍ଡିଆନ.
ଭୁବନେଶ୍ୱର ଦୀର୍ଘ ୨୪ ବର୍ଷର ରାଜୁତି ଗୋଟେ ଝଟକାରେ ସରିଗଲା।ତେବେ କେବଳ ଏତିକିରେ ସରିନି ବିଜେଡିର ଖରାପସମୟ । ରବିବାର ହଠାତ୍ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ୨ୟ କ୍ଷମତା କେନ୍ଦ୍ର ଭିକେ ପାଣ୍ଡିଆନ ।ପୂର୍ବରୁ ଆଇଏଏସ ଚାକିରୀ ଛାଡିଲେ,ଏବେ ରାଜନୀତି ଛାଡିଲେ…
ଆଜି ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେବେ ନରେନ୍ଦ୍ର ମୋଦୀ
ଦିଲ୍ଲୀ:ଆଜି ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ମୋଦିଙ୍କ ସହ କେନ୍ଦ୍ର କ୍ୟାବିନେଟ…
ରାସ୍ତା ମଝିରେ ଜଳିଗଲା ୧୦୮ ଆମ୍ବୁଲାନ୍ସ
ଭଦ୍ରକ:ଦୁର୍ଘଟଣା ସ୍ଥଳକୁ ଆହତଙ୍କୁ ଚିକିତ୍ସାପାଇଁ ଯାଇଥିଲା ଆମ୍ବୁଲାନ୍ସ। ରାସ୍ତା ମଝିରେ ଜଳିଗଲା ୧୦୮। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଘଟିଛି ଏହି ଅଘଟଣ।ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ନରସିଂହପୁର ପଞ୍ଚାୟତର କାଳିଦାସପୁର ଗ୍ରାମର ଉପେନ୍ଦ୍ର କୁମାର ସାହୁଙ୍କ…
ପାଣ୍ଡିଆନ ପାଇଁ ଘୁଞ୍ଚାଯାଉ ଥିଲା ମହାପ୍ରଭୁ ଙ୍କ ନୀତିକାନ୍ତି
ପୁରୀ :ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। ଅତ୍ୟଧିକ ଦୁର୍ନୀତି ର ଅଭିଯୋଗ ମଧ୍ୟ ଆସିଛି। ଏ ସବୁ ମଧ୍ୟରେ ଜଣେ ଅଣଓଡ଼ିଆ ଅଫିସରର ମନମୁଖୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ଙ୍କ ବାହୁ ଛାୟାରେ ରହି…
ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ୱର :କେନାଲ ରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…
ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ
ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଜାତୀୟ ହାମର ବଲ୍ ପୁରୁଷ ଏବଂ ମହିଳା ଚାମ୍ପିଅନସିପ କ୍ରିଡ଼ା ଉତ୍ସବ । ଆସନ୍ତା ୯ ଜୁନ ଠାରୁ ଆରମ୍ଭ ହେବାକୁ ଥିବା ଏହି…
କାର୍ତିକ ପାଣ୍ଡିଆନଙ୍କୁ ଦେଖାକରିବାକୁ ସମୟ ଦେଲେନି ଗୃହମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ ଏକଦା ଓଡିଶା ରାଜନୀତିର ସର୍ବଶକ୍ତିମାନ ନେତା ଥିଲେ ପାଣ୍ଡିଆନ।ଖବରରୁ ପ୍ରକାଶ ଯେ ଗତ ଦୁଇଦିନ ହେଲା ରାଜଧାନୀ ଦିଲ୍ଲୀରେ ଡେରା ପକାଇଛନ୍ତି ସେ। ଏକ ପଞ୍ଚତାରକା ହୋଟେଲରେ ଡେରା ପକାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କ ସହ ଦେଖା କରିବାକୁ…
ତାଇୱାନର ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ
ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟକୁ ନେଇ ସାରା ବିଶ୍ୱରୁ ଅଭିନନ୍ଦନ ବାର୍ତ୍ତା ଆସୁଛି। ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାର ପ୍ରତିଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଏହି ଘଟଣା ଚାଇନାକୁ ଚକିତ କରିଛି।…
