ଶେଷରେ କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାରି ଯାଇଛନ୍ତି।କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ଏବଂ ବିଜେଡିର ସଭାପତି ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ…
Category: BREAKING NEWS
ଘସିପୁରା ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗରେ
କେଉଁଝରର ଘସିପୁରା ବିଧାନସଭା ଆସନରେ ଏକ ଭିନ୍ନ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଓଡିଶାରେ ନବୀନ ଏବଂ ମୋଦୀ ହ୍ୱାୱା ଚାଲିଥିବା ବେଳେ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ସୌମ୍ୟରଂଜନ ପଟ୍ଟନାୟକ 2110 ଭୋଟ…
ଓଡିଶାରେ ଦେଖିବାକୁ ମିଳୁଛି ବଡ ପରିବର୍ତନ
ଓଡ଼ିଶା ବିଧାନସଭା ଫଳାଫଳରେ ଏକ ବଡ଼ ଧରଣର ପରିବର୍ତ୍ତନର ସୂଚନା ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ ଅଧିକ ସ୍ଥାନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ…
ପୁରୀରେ ସମ୍ବିତ ପାତ୍ର ଆଗରେ,ଅରୂପ ପଛରେ ପଡିଲେ
ଆଜି ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ…
ତାଜ ଏକ୍ସପ୍ରେସର ତିନୋଟି କୋଚରେ ନିଆଁ,କେହି ମୃତାହତ ହୋଇନାହାନ୍ତି
ସୋମବାର ଦିଲ୍ଲୀର ସରିତା ବିହାରରେ ତାଜ ଏକ୍ସପ୍ରେସର ତିନୋଟି କୋଚରେ ନିଆଁ ଲାଗିଯାଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ଏପର୍ଯ୍ଯ଼ନ୍ତ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ। ପାଞ୍ଚଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ରେଳ ଡିସିପି କେପିଏସ୍ ମାଲହୋତ୍ରା…
ଏକଜିଟ ପୋଲ ରେଜଲ୍ଟରେ ପୁଣିଥରେ ମୋଦୀ ସରକାରର ପୂର୍ବାନୁମାନ
ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରିଛି ଦେଶ। ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାର ବାଛି ସାରିଛନ୍ତି। loksabha election…
ଲୋକସଭା ନିର୍ବାଚନ ପଳାଫଳ ପୂର୍ବରୁ ରନ୍ଧନ ଗ୍ୟାସ ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ:2024 ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ତୈଳ ବିତରଣ କମ୍ପାନୀ (ଓ.ଏମ୍.ସି.) ଗୁଡ଼ିକ 19 କିଲୋଗ୍ରାମ କିମ୍ବା ବ୍ୟବସାୟିକ ଏଲ.ପି.ଜି ସିଲିଣ୍ଡର୍ (ରନ୍ଧନ ଗ୍ୟାସ ) ମୂଲ୍ଯରେ ବ୍ୟାପକ ହ୍ରାସ ଘୋଷଣା କରିଛନ୍ତି। ଇଣ୍ଡିଆନ ଅଏଲର ୱେବସାଇଟ ଅନୁସାରେ, 19 କିଲୋଗ୍ରାମର…
ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କଲା ଏସଆଇଟି
କର୍ଣ୍ଣାଟକ:ଯୌନ ନିର୍ଯାତନା ଅଭିଯୋଗରେ ତଦନ୍ତରେ ସହଯୋଗ ପାଇଁ ଭାରତ ଫେରିଛନ୍ତି ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନା। ଜର୍ମାନୀର ମୁଞ୍ଚି ବିମାନବନ୍ଦରରୁ ସେ ବେଙ୍ଗାଲୁରୁ ଆସୁଥିବା ଜଣାପଡ଼ିଛି। ଯୌନ କେଳେଙ୍କାରିର ଭିଡିଓ ଭାଇରାଲ୍ ହେବା ପରେ ପ୍ରଜ୍ଜ୍ୱଳ ଜର୍ମାନୀ ଫେରାର୍ ହୋଇଯାଇଥିଲେ। ସେବେଠାରୁ…
ବାତ୍ୟା ‘ରେମାଲ’ ପାଇଁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ରେମାଲ’ ତୀବ୍ର ହୋଇ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ୨୬ ତାରିଖ ମଧ୍ୟରାତ୍ରିରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ମାଡ ହେବ ବୋଲି ଆଶା କରାଯାଉଛି। ବଙ୍ଗୋପସାଗରରେ ଚଳିତ ମୌସୁମୀର ଏହା…
ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର :ଭାରତ ସ୍କାଉଟ ଗାଇଡ୍, ଓଡିଶା ତରଫରୁ ତା ୧୪ ରିଖରେ ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୩-୨୪ ବର୍ଷର ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ,…
