odia news paper
Category: ପୁରୀ
ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ
ପୁରୀ :ଚନ୍ଦନଯାତ୍ରାରେ ଆତସବାଜି ବିସ୍ଫୋରଣର କିଛିଦିନ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ । ଗୁଣ୍ଡିଚା ମନ୍ଦିରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମନ୍ଦିରର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପାର୍ଶ୍ଵରେ ରଖାଯାଇଥିବା ଫାଇବର ବ୍ୟାରିକେଡ଼ରେ ନିଆଁ…
ଶ୍ରୀକ୍ଷେତ୍ର ଚନ୍ଦନଯାତ୍ରାରେ ଆତସବାଜି ଦୁର୍ଘଟଣା ଘଟି ୩ ଜଣ ମୃତ
ପୁରୀ :ଶ୍ରୀକ୍ଷେତ୍ରରେ ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନ ଯାତ୍ରାର ବିଂଶ ତମ ଦିବସ ତଥା ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ…
ମହାପ୍ରଭୁଙ୍କୁ ମିଳିଲା ରେକର୍ଡ ପରିମାଣର ଦାନ
ପୁରୀ:ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣର ଅନନ୍ୟ ଉଦାହରଣ ପୁଣିଥରେ ଦେଖାଇଛନ୍ତି କେହି ଜଣେ ଭକ୍ତ। ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮୦୦ ମିଲିଗ୍ରାମ ଓଜନର ସୁନା। କେହି ଭକ୍ତ ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡିରେ ଏହି ସୁନା ପକାଇଛନ୍ତି। ଯାହାର…
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ
ପୁରୀ :ସରକାରଙ୍କ ତରଫରୁ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ନୂଆ ଦାୟିତ୍ବ ମିଳିଛି । ଶ୍ରୀ ପାଢ଼ୀ ଓଡିଶା କ୍ୟାଡରର ୧୯୯୬ ମସିହା ବ୍ୟାଚର ଆଇଏଏସ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ। ଆଇଏଏସ୍ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତି ଯୋଗୁଁ…
ସମ୍ବିତ ପାତ୍ର ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ଦିନ ଉପବାସ ରହିବେ
ପୁରୀ :ମହାପ୍ରଭୁ ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ । ଭୁଲର ପ୍ରାୟଶ୍ଚିତ ସ୍ୱରୂପ ୩ ଦିନ ପାଇଁ ଉପବାସ କରିବେ ସମ୍ବିତ ପାତ୍ର ।ଜଗନ୍ନାଥ ଓ ମୋଦୀଙ୍କ…
ବିଜେପି ର ଶକ୍ତି କେନ୍ଦ୍ର ବୈଠକ ଅନୁଷ୍ଠିତ
ଭୁବନେଶ୍ୱର :ଆଜି ଚ଼ାନ୍ଦପୁର ଠାରେ ପୁରୀ ଲୋକସଭା କ୍ଷେତ୍ରର ନୟାଗଡ଼, ରଣପୁର ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଶକ୍ତିକେନ୍ଦ୍ର ବୈଠକରେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ…
ଓସିଏ ପକ୍ଷରୁ ପୁରୀଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ
ପୁରୀ :ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ପୁରୀ କ୍ରୀଡା ସଂସଦ ଦ୍ୱାରା ପରିଚାଳିତ ପ୍ରଥମ ପୁରୀ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ମେ ୧ 2024 ଠାରୁ ଆରମ୍ଭ ହୋଇ ମେ ୧୪ରେ ଉଦଯାପିତ ହୋଇଅଛି l ଏହି…
ଶ୍ରୀ କ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
ଅକ୍ଷୟ ତୃତୀୟା ରେ ଆଜ୍ଞାମାଳ ମିଳିବା ପର ଠାରୁ ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଆଜି ତୃତୀୟ ଦିନରେ ରଥ ଚକର ତୁମ୍ବ କାମ ଆରମ୍ଭ ହେଉଛି । ମୁଖ୍ୟ ମହାରଣା ସେବକ ଚି଼ହ୍ନ ଦେବା ପରେ…