କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ): ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମ୍ମୁଖରେ ଥିବା ବସ ଷ୍ଟପ୍ (ବିଶ୍ରାମ କକ୍ଷ) ଅବହେଳିତ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଯାହାଫଳରେ ଛାତ୍ର ଛାତ୍ରୀ ମାନେ ବସରେ ଯାତାୟତ ପାଇଁ ବିପଦ ପୂର୍ଣ୍ଣ ଅବସ୍ଥାରେ…
Category: କେନ୍ଦୁଝର
ଚମ୍ପୁଆ ବ୍ଲକ ପାଇଁ ବିଜେଡି ସଭାପତି ଓ ନଗର ସଭାପତିଙ୍କ ନାମ ଘୋଷିତ
କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) : ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଂଚଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ଦଳୀୟ ନେତାମାନେ ନିଦ୍ୱର୍ନ୍ଦରେ ମନୋନୀତ ହୋଇଛନ୍ତି ।…
ରାସ୍ତା ପାଇଁ ଯମଯନ୍ତ୍ରଣା ଭୋଗୁଛନ୍ତି ବିସ୍ଥାପିତ ଓ ଟୁଙ୍ଗଲେଇସାହି ବାସୀ
କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ପୁର ବିସ୍ଥାପିତ ନୂଆ କଲୋନୀ ଓ ଟୁଙ୍ଗଲେଇ ସାହିକୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ରାସ୍ତାରେ ଅନେକ ବଡ଼ ବଡ଼ ଗର୍ତ୍ତ ସହିତ…
ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ବ୍ରୋଞ୍ଜ
କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) : ଚୀନରେ ଆୟୋଜିତ ଦ୍ୱାଦଶ ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିବା ସହ ୪୮ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତି ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାରାଣୀ ମହାନ୍ତ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି…
ସ୍ପନ୍ଦନଙ୍କ ବିୟୋଗରେ ଯୋଡ଼ାବାସୀ ସ୍ତବ୍ଧ
କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୩ ନମ୍ବର ୱାର୍ଡ ର ବେଶ ଜଣାଶୁଣା ସ୍ପନ୍ଦନ ସେନ ଓରଫ (କାହ୍ନା)ଙ୍କ ୩୪ ବର୍ଷ ବୟସରେ ଆଜି ଭୋର ୨ ଟା ପାଖା ପାଖି ହୃଦଘାତ ରେ ମୃତ୍ୟ…
ସହାୟତାର ହାତ ବଢ଼ାଇଲା ଭରସା ପରିବାର
ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) :ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ । ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ଗ୍ରାମର ନନ୍ଦ ମୁଣ୍ଡାଙ୍କ ଆର୍ଥିକ ସ୍ଥିତି ସ୍ଵଛଳ ନ ଥିବା…
ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ଡାକ୍ତରଖାନାରେ ସନ୍ଦେହଜନକ ପରିସ୍ଥିତି
କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ସ୍ଥିତ ଟାଟା ଡାକ୍ତର ଖାନା ରେ ଗୁରୁବାର ରାତ୍ରି ପ୍ରାୟ ୩ ଟା ସମୟରେ ଏକ ଅସ୍ୱାଭାବିକ ଘଟଣା ଘଟି ଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ଡାକ୍ତରଖାନା ରେ ପ୍ରାୟ…
ଲାଇନଚ୍ୟୁତ ହୋଇ ଓଲଟିଲା ମାଲବାହୀ ଟ୍ରେନ ବଗି , ମାଲବାହୀ ଟ୍ରେନର ସିରିଜ ଦୁର୍ଘଟଣା
କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସ୍ଥିତ ବିଲେଇପଦା ଠାରେ କ୍ରମାଗତ ଭାବେ ୨ ଟି ଏକ ଟ୍ରେନ ଦୁର୍ଘଟଣା ଘଟିଥିବା ର ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଡିପିଏସ ଠାରୁ ବାଂଶପାଣି ଯିବା ବେଳେ ଆଜି ପ୍ରାୟ ୨…
କେନ୍ଦୁଝର ଜିଲ୍ଲା ର ବିଜେଡି ସଭାପତି ଙ୍କ ମାତୃବିୟୋଗ
କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଗୁଆଲିର ଧର୍ମପରାୟଣା ମହିଳା ସୀତା ଦେବୀଙ୍କ ପରଲୋକ ଶନିବାର ଭୋରରେ ହୋଇଯାଇଛି । ସୀତା ଦେବୀ ୯୫ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଶେଷ ଜୀବନ ପର୍ଯ୍ୟନ୍ତ ସେ…
ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା,ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଏଆରଲିଫ୍ଟ କରାଗଲା
କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଯୋଡ଼ା ଇଷ୍ଟ ଲୌହ ଖଣି ଭିତରେ ଆଜି ୧୨ ତାରିଖ ସକାଳ ୯ଟା ପାଖାପାଖି ଲୋଡର ଗାଡି ଟି ଏକ ନିର୍ଦ୍ଦିଷ୍ଟ ପାର୍କିଂ କୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ…