ନୂଆଦିଲ୍ଲୀ : ପୋଲାଣ୍ଡ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବେ ଅଗଷ୍ଟ ୨୩ ତାରିଖରେ ସିଧାସଳଖ ଯ଼ୁକ୍ରେନ ଯିବେ। କିନ୍ତୁ ଯ଼ୁକ୍ରେନରେ ସେ ବିମାନରେ ନୁହେଁ, ବରଂ ଟ୍ରେନରେ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଟ୍ରେନରେ ପୋଲାଣ୍ଡରୁ ଯ଼ୁକ୍ରେନ ଯାତ୍ରା…
Tag: Newspaper
ସୁପ୍ରିମକୋର୍ଟରୁ ଝଟକା ଖାଇବା ପରେ ବି ରାଜନୀତି ଛାଡ଼ୁନାହାନ୍ତି ଦିଦି, ଚିଠି ଲେଖିଲେ ମୋଦୀଙ୍କୁ
କୋଲକାତା : ଆର. ଜି. କର ମେଡ଼ିକାଲ କଲେଜ ଏବଂ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ବଳାତ୍କାର ଏବଂ ନୃଶଂସ ହତ୍ୟା ଘଟଣା ସାରା ଦେଶରେ ଆକ୍ରୋଶ ସୃଷ୍ଟି କରିଛି। ସର୍ବୋଚ୍ଚ ନ୍ୟାୟାଳୟ ସ୍ୱତଃପ୍ରବୃତ୍ତ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ଗୁରୁବାର…
ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉର୍ତ୍ସବ ଅନୁଷ୍ଠିତ
ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ର ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ଅଧୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା ଦିଆଯାଇଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ଡାକ୍ତର ଅରୁଣ କୁମାର ଦାସ, ସମ୍ମାନିତ ଅତିଥିଭାବେ…
ଦକ୍ଷିଣ ଏସିଆ କମ୍ବାଟ ଚାମ୍ପିୟନଶିପ-୨୦୨୪ ପାଇଁ କ୍ରୀଡ଼ାବିତଙ୍କ ବୈଠକ
ପୁରୀ : ଦକ୍ଷିଣ ଏସିଆ କମ୍ବାଟ ଚାମ୍ପିୟନଶିପ -୨୦୨୪ ନେପାଳର କାଠମାଣ୍ଡୁ ଠାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି l କମ୍ବାଟ ଫେଡ୍ରେସସନ ଅଫ ଇଣ୍ଡିଆ ଅଧିନସ୍ତ କମ୍ବାଟ ଆଶ୍ସୋସିଏସନ ଅଫ ଓଡିଶା ପକ୍ଷରୁ ଏଥିରେ…
ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ଶୁଣାଣି ବେଳେ ଲଜ୍ୟାହୀନ କପିଳ ସିବଲଙ୍କ ଓଠରେ ହସ
ନୂଆଦିଲ୍ଲୀ : ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍.ଜି. କର ମେଡ଼ିକାଲ କଲେଜ ଡାକ୍ତରଖାନାରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।ଏଥି ସହିତ, ମମତା ବାନାର୍ଜୀଙ୍କ ଓକିଲ…
ଗଞ୍ଜାମରେ ମର୍ମନ୍ତୁତ ସଡକ ଦୁର୍ଘଟଣା, ବସକୁ ଧକ୍କା ଦେଲା ତେଲ ଟ୍ୟାଙ୍କର
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରେ ଏହି ଘଟଣା ଘଟିଛି। ସକାଳେ ଏକ ବସ୍ କୁ ଧକ୍କା ଦେବା ପରେ ଏକ ଟ୍ୟାଙ୍କର ରାସ୍ତା ପାର୍ଶ୍ୱରେ ଥିବା ଏକ ଚା ଷ୍ଟଲ୍ ଉପରେ ଓଲଟି ପଡ଼ିଥିଲା। ଏହି ଘଟଣାରେ ପାଞ୍ଚ ଜଣଙ୍କର…
୧୯୭୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଲାଣ୍ଡ ଗସ୍ତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ସରକାରୀ ଗସ୍ତରେ ଯାଇ ପୋଲାଣ୍ଡର ରାଜଧାନୀ ୱାରସାରେ ପହଞ୍ଚିଛନ୍ତି। ୪୫ ବର୍ଷ ମଧ୍ଯରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ପୋଲାଣ୍ଡ ଗସ୍ତ। ଭାରତରୁ ଶେଷ ଥର ପାଇଁ ୧୯୭୯ରେ…
ସାହାଯ୍ୟ ପାଇଁ ତାଲିବାନ ପୁଣି ଭାରତର ପ୍ରଶଂସା କଲା
ନୂଆଦିଲ୍ଲୀ : ତାଲିବାନ ପୁଣିଥରେ ଭାରତର ପ୍ରଶଂସା କରିଛି। ଆଫଗାନିସ୍ତାନ କ୍ରିକେଟ୍ ଦଳ ଠାରୁ ଆରମ୍ଭ କରି ତାଲିବାନ ମାନବିକ ସହାୟତା ପାଇଁ ଭାରତକୁ ଧନ୍ଯବାଦ ଜଣାଇଛି। ଭାରତ ସହିତ ଐତିହାସିକ ସମ୍ପର୍କକୁ ଦର୍ଶାଇ ତାଲିବାନର ଦୋହା ସ୍ଥିତ ରାଜନୈତିକ କାର୍ଯ୍ୟାଳୟରେ…
ପୁରୀ ଖଜା ବ୍ୟବସାୟୀ ହତ୍ୟା ଘଟଣାରେ ୯ଜଣ ଗିରଫ : ଏସ ପି
ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ) : ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧା ଗୋବିନ୍ଦ ଲେନ୍ ରେ ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବାପ ପୁଅଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି…
ନିଜ ରିପୋର୍ଟ ନିଜ ପାଖରେ ରଖ,କୋଲକାତା ହାଇକୋର୍ଟଙ୍କ ମମତା ସରକାରଙ୍କୁ ଶକ୍ତ ଟିପ୍ପଣୀ
କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟ ଆଜି କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତରଙ୍କ ଅସଦାଚରଣ ମାମଲାର ଶୁଣାଣି କରିଛନ୍ତି। ମୁଖ୍ଯ ବିଚାରପତି ଟି.ଏସ୍. ଶିବଗନାନମ୍ ଏବଂ ବିଚାରପତି ଏଚ୍. ଭଟ୍ଟାଚାର୍ଯ୍ଯଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି…
