କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଯୋଡ଼ା ଇଷ୍ଟ ଲୌହ ଖଣି ଭିତରେ ଆଜି ୧୨ ତାରିଖ ସକାଳ ୯ଟା ପାଖାପାଖି ଲୋଡର ଗାଡି ଟି ଏକ ନିର୍ଦ୍ଦିଷ୍ଟ ପାର୍କିଂ କୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ…
Tag: Newspaper Online
ବିକାଶ ଯୋଜନାର ବିକଳ ଚିତ୍ର , ୧୧ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ଘର ନାହିଁ !
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ଟି ୱାର୍ଡରେ ଥିବା ମୋଟ ୧୮ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୧ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠା ନଥିବା ଜଣା ପଡିଛି | ଯାହାଫଳରେ କେଉଁଠି ଭଡାଘରେ ତ,…
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି,ଜୋରଦାର ଚାଲିଛି ପ୍ରସ୍ତୁତି; ନିୟୋଜିତ ହେବେ ୫୦ ପ୍ଲାଟୁନ ଫୋର୍ସ ।
ଅନୁଗୋଳ (ଅଜିତ କୁମାର ଭୋଇ): ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଜୋରଦାର ଚାଲିଛି ପ୍ରସ୍ତୁତି । ମହାମହିମଙ୍କ ଓଡିଶା ଗସ୍ତ ପାଇଁ ପ୍ରସ୍ତୁତ ରହିଛି ପୋଲିସ, ବ୍ୟାପକ ହେବ ସୁରକ୍ଷା ବ୍ୟବସ୍ଥା । ଆସନ୍ତା ୧୪ ତାରିଖରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ…
ଭୁସୁଡ଼ିଲା ସ୍କୁଲ ପାଚେରୀ, ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ସରକାରୀ ଯୋଜନା ରେ ବିଦ୍ୟାଳୟ ଗୁଡିକ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଭିତ୍ତିଭୂମି ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ସଲା ସୁତୁରାରେ…
କୃଷ୍ଣସାର ମୃତ୍ୟୁ ଘଟଣାରେ ଫରେଷ୍ଟର୍ ନିଲମ୍ବିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ଫରେଷ୍ଟ ବିଟ୍ରେ ବିଦ୍ୟୁତ ଫାସରେ ପଡି ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟଣାରେ ଜଣେ ମହିଳା ଫରେଷ୍ଟର ପଲ୍ଲବୀ ନନ୍ଦଙ୍କୁ ନିଲମ୍ବନ କରାଯାଇଛି। ବିଭଗୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ…
ବିୟୁଟିସୀୟାନ ୱେଲଫେର ଏସୋସିଏସନ୍ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ।
ରାୟଗଡା (ଗୋପୀନାଥ ଗୌଡ଼): ସେବା ହିଁ ପରମ୍ ଧର୍ମ! ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ ବିୟୁଟିସିୟାନ୍ ୱେଲଫେର ଏସୋସିଏସନ୍ ସଦସ୍ୟ ମାନେ। ଏହି ସଂଘର ସଭାପତି ଶ୍ରୀମତି ଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡ଼ ସହର ତୁମ୍ବିଗୁଡ଼ାସ୍ଥିତ ବୃଦ୍ଧାଶ୍ରମରେ ଖାଦ୍ୟ…
ସୁବର୍ଣ୍ଣପୁର ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ମତ୍ସ୍ୟ ଚାଷୀ ଯୋଗଦେଇଥିଲେ । ମତ୍ସ୍ୟ ଚାଷୀ ଙ୍କୁ ମାଛ…
ବ୍ୟାଘ୍ରାମ୍ବରୀ ମଠରେ “ଘୁମୁସର ର ସ୍ବର” ପକ୍ଷରୁ ୧୫୧ତମ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ ):ଆଜି ପବିତ୍ର ଆଷାଢ଼ ମାସ ଗୁରୁ ପୁର୍ଣ୍ଣିମା ଅବସରରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ଘୁମୁସର ର ସ୍ବର ” ବାଲିପଦର ପକ୍ଷରୁ ୧୫୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର କରଚୁଲି ଗ୍ରାମର ବ୍ୟାଘ୍ରାମ୍ବରୀ ମଠ…
ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ଗୁରୁ ପୂର୍ଣ୍ଣିମା” ଉତ୍ସବ ପାଳିତ
କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ଗୁରୁପୂର୍ଣ୍ଣିମା ଉତ୍ସବ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବଡବିଲଅଦ୍ୟ ତା ୧୦.୦୭.୨୫ରିଖ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବଡବିଲ ଠାରେ ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ଅବସରରେ ‘ଗୁରୁପୂର୍ଣ୍ଣିମା ଉତ୍ସବ’ ଯଥାରୀତି ପାଳନ କରାଯାଇଛି । ବନ୍ଦନା ପ୍ରାର୍ଥନା ପରେ ଗୈରିକ ଧୂଜ ଉତ୍ତୋଳନ କରାଯାଇ…
ପିପୁଲସ କଲେଜରେ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ସମ୍ମିଳନୀ କକ୍ଷରେ ଜୁଲାଇ ୧୦ ତାରିଖ ଦିନ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି ନବଚିନ୍ତନ ଓ ସମସ୍ୟା ସମାଧାନ କୌଶଳ ବୃଦ୍ଧି ନିମନ୍ତେ ମାନସ ମନ୍ଥନ କାର୍ଯ୍ୟକ୍ରମରେ…