ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡାର ନୂତନ ବସଷ୍ଟାଣ୍ଡ ଙ୍କୁ ସଂଯୋଗ କରୁଥିବା ଓଭରବ୍ରିଜ ର କାମ ଜାତୀୟ ରାଜ ରାଜପଥ ବିଭାଗ ଦ୍ୱାରା ଆରମ୍ଭ ହୋଇଛି । ସେଥିପାଇଁ ଓଭରବ୍ରିଜ ତଳେ କୌଣସି ପ୍ରକାର ବ୍ୟବସାୟ ନ କରିବା ପାଇଁ, ପୌରପରିଷଦ ତରଫରୁ…
Tag: Newspaper
ଶିଶୁ, କିଶୋର ଓ କିଶୋରୀଙ୍କ ହୃଦ ରୋଗ ପରୀକ୍ଷା ଶିବିର
ଅନୁଗୋଳ(ଅଜିତ ରାଷ୍ଟ୍ରିୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆର. ବି. ଏସ୍. କେ ଓ ନାରାୟଣ କାର୍ଡିୟାକ୍ ସାଇନ୍ସ ଇନଷ୍ଟିଚ୍ୟୁଟ ବାଙ୍ଗାଲୋର ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍.ଆର. ସି ଠାରେ ଶିଶୁ, କିଶୋର ଓ କିଶୋରୀଙ୍କ ହୃଦ ରୋଗ ପରୀକ୍ଷା…
ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ): ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୪୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।…
କାର୍ତ୍ତିକେଶ୍ୱର ପୂଜା ଆରମ୍ଭ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ବଡ଼ଦାଣ୍ଡ ଠାରେ ବିରଞ୍ଚିନାରାୟଣ ପୂଜା କମିଟି ପକ୍ଷରୁ ଦେବସେନାପତି ଭଗବାନ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି।ପୂଜା ଆରମ୍ଭ ହେବା ପରେ ସମଗ୍ର ବୁଗୁଡ଼ା ଅଞ୍ଚଳ ଏକ ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର ପରିବେଶ ସୃଷ୍ଟି…
ବଅଁରପାଳ ତହସିଲରେ ଉପ ନିବନ୍ଧନ କାର୍ଯ୍ୟାଳୟ ଉଦ୍ଘାଟିତ
ଅନୁଗୋଳ (ଅଜିତ କୁମାର ଭୋଇ): ରାଜ୍ୟର ୪୪ଟି ତହସିଲରେ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆଭାସି ମାଧ୍ଯମରେ ନୂତନ ଉପ ନିବନ୍ଧନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅନୁଗୋଳ ଜିଲା ବଅଁରପାଳ ତହସିଲରେ ମଧ୍ଯ ଉପ…
ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ପ୍ରଦାନ ଶିବିର
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡା ବଡଦାଣ୍ଡସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଘୁମୁସର ଦକ୍ଷିଣ ବନଖଣ୍ଡ, ଭଞ୍ଜନଗର ପକ୍ଷରୁ ବୁଗୁଡ଼ା ବନ ବିଭାଗ ସହଯୋଗରେ ଡିଭିଜନ ସ୍ତରୀୟ ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। …
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ପଦଯାତ୍ରା ଓ ସଚେତନତା ସଭା ଅନୁଷ୍ଠିତ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁର ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସଚେତନତା ସଭା ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଜିଲ୍ଲା ପରିଷଦ…
“ପଏଁରୀ ତିହାର-୨୦୨୬” ପାଈଁ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଆନୁକୁଲ୍ୟରେ ଓଡିଶା ସରକାରଙ୍କ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ସହଯୋଗ ରେ ଆସନ୍ତା ଜାନୁୟାରୀ ୧ରେ ହେବାକୁ ଥିବା ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ…
ଦୁର୍ନୀତି ନିବାରଣ ସଚେତନତା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ବାରା ରାଲି ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ): ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ମିଶନ ଶକ୍ତି, ଅନୁଗୋଳ ଦ୍ବାରା ଦୁର୍ନୀତି ନିବାରଣ ସଚେତନତା ଏକ ରାଲି ଆୟୋଜନ…
ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ସ୍ଥାନୀୟ ରାମଲା ଆଶ୍ରମ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୧୩ଗୋଟି କ୍ଲଷ୍ଟରର ୨୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସୁରଭି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବର ମୁଖ୍ୟଅତିଥି ଭାବେ…
