ବାଘୂଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ସାଧାରଣ ଅଧିବେଶନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବାଘୂଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ଏକ ସାଧାରଣ ଅଧିବେଶନ ଶନିବାର ଦିନ ବୁଗୁଡ଼ା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ଡାକ୍ତରଖାନାରେ ସନ୍ଦେହଜନକ ପରିସ୍ଥିତି

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ସ୍ଥିତ ଟାଟା ଡାକ୍ତର ଖାନା ରେ ଗୁରୁବାର ରାତ୍ରି ପ୍ରାୟ ୩ ଟା ସମୟରେ ଏକ ଅସ୍ୱାଭାବିକ ଘଟଣା ଘଟି ଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ଡାକ୍ତରଖାନା ରେ ପ୍ରାୟ…

ପିପୁଲ୍ସ କଲେଜର ଗଠିତ ହେଲା ଅଭ୍ଯନ୍ତରୀଣ ଅଭିଯୋଗ କମିଟି(ଆଇ ସି ସି)

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସମ୍ପ୍ରତି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆତ୍ମାହୁତି ଜନିତ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଅନୁଯାୟୀ ବୁଗୁଡା ପିପୁଲ୍ସ…

ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ମାମଲା

ସମ୍ବଲପୁର (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ବାଲେଶ୍ଵର ପରେ ସମ୍ବଲପୁର ରେ ସମାନ ଘଟଣା… ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ | ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ | ୪ ମାସ…

ଲାଇନଚ୍ୟୁତ ହୋଇ ଓଲଟିଲା ମାଲବାହୀ ଟ୍ରେନ ବଗି , ମାଲବାହୀ ଟ୍ରେନର ସିରିଜ ଦୁର୍ଘଟଣା

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସ୍ଥିତ ବିଲେଇପଦା ଠାରେ କ୍ରମାଗତ ଭାବେ ୨ ଟି ଏକ ଟ୍ରେନ ଦୁର୍ଘଟଣା ଘଟିଥିବା ର ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଡିପିଏସ ଠାରୁ ବାଂଶପାଣି ଯିବା ବେଳେ ଆଜି ପ୍ରାୟ ୨…

କଂଗ୍ରେସର ୧୨ଘଣ୍ଟିଆ ଓଡିଶା ବନ୍ଦ : ସୁବର୍ଣ୍ଣପୁରରେ ବନ୍ଦ ସମ୍ପୂର୍ଣ୍ଣ ସଫଳ, ଜୀବନଯାତ୍ରା ଠପ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ବାଲେଶ୍ୱର ଫକୀର ମୋହନ କଲେଜ ର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହାକୁ…

ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ଯକ୍ରମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ସଂଘ ଦ୍ଵାରା ଆୟୋଜିତ ସୋନପୁର ମହାନଦୀ ବ୍ରିଜ ପାର୍ଶ୍ଵସ୍ଥିତ ରିଙ୍ଗ ରୋଡ ର ଉଭୟ ପାର୍ଶ୍ଵରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ସଭା ଓ ବୃକ୍ଷରୋପଣ…

“ଅର୍‌ଫାନ୍ ସର୍ଭେ-୨୦୨୫” ଆରମ୍ଭ , “ଆମରି ଶିଶୁ” ପୋର୍ଟାଲ୍‌ରେ ରହିବ ଶିଶୁଙ୍କ ତଥ୍ୟ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ “ଅର୍‌ଫାନ୍ ସର୍ଭେ-୨୦୨୫” କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବୁଗୁଡା ବ୍ଳକ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନ…

ଆସନ୍ତା କାଲି ସୋନପୁର ବନ୍ଦ ନେଇ କଂଗ୍ରେସ ଦଳର ପ୍ରେସମିଟ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆସନ୍ତା କାଲି ଓଡ଼ିଶା କଂଗ୍ରେସ ପକ୍ଷରୁ ସାରା ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅସହାୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି…

ଜିଲ୍ଲା ସ୍ତରୀୟ ଏଡସ ସମ୍ପର୍କିତ କୁଇଜ ପ୍ରତିଯୋଗିତା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଓଡ଼ିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ଓ ଭାରତୀୟ ରେଡକ୍ରାସ ଓଡ଼ିଶା ରାଜ୍ୟ ଶାଖା ମିଳିତ ଉଦ୍ୟମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସମସ୍ତ ସ୍କୁଲର ରେଡ ରିବନ୍ କ୍ଲବର ଛାତ୍ରଛାତ୍ରୀ ମାନଙ୍କୁ ନେଇ…

error: Content is protected !!