ବଡଠାକୁର ପଡିଯିବା ଘଟଣା ପରେ ଚେତିଲେ ସରକାର,ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରକୁ ବଡଠାକୁର ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡିଯିବା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଆଜି ସକାଳେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ସରକାର ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ…

ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର :ଚଳିତବର୍ଷ ବଡ଼ଠାକୁରଙ୍କ ଆଡ଼ପ ମଣ୍ଡପ ପହଣ୍ଡିବିଜେ ବେଳେ ଅଘଟଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ଉଦବେଗ ବ୍ୟକ୍ତ କରିଥିଲେ । ଏହାସହିତ ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି…

ରଥଯାତ୍ରା ବେଳେ ମୋବାଇଲ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ

ପୁରୀ: ପୁରୀ ରେ ରଥଯାତ୍ରା ସମୟ ରେ ଲୋକଙ୍କ ମୋବାଇଲ ଲୁଟୁ ଥିବା ଲୁଟେରା କୁ ଗିରଫ କରିଛି ପୋଲିସ ସୂଚନା ମିଳିଛି l ସୂଚନା ମୁତାବକ ପୁରୀ ରଥଯାତ୍ରା ଜାରି ରହିଥିବାବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ତେବେ…

ରଥଯାତ୍ରା ବେଳେ ଉଡ଼ିଲା ୪ ଡ୍ରୋନ୍‌, ଜବତ କଲା ପୁଲିସ, ତଦନ୍ତ ଆରମ୍ଭ

ପୁରୀ :ବିଶ୍ୱପ୍ରସିର୍ଦ୍ଧ ରଥଯାତ୍ରା ବେଳେ ଡ୍ରୋନ୍‌ ମଧ୍ୟରେ ଭିଡିଓ ଉତ୍ତୋଳନ କରି ଥିବା ଏହି କେମେରା କୁ ପୋଲିସ ଜବତ କରି ଥିବା ଖବର ଆମ ହସ୍ତଗତ ହୋଇଛି।ମିଳିଥିବା ଖବର ଅନୁଯାଇ ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ…

ଚିଲିକା ରେ ଚାଲିଛି ପକ୍ଷୀ ଶିକାର

ପୁରୀ :ଚିଲିକା କୁ ଶୀତ ଋତୁରେ ହଜାର ହଜାର ମାଇଲ ଅତି କ୍ରମ କରି ବିଦେଶୀ ପକ୍ଷୀ ଆସନ୍ତି l ଚିଲିକା ସେହୀ ସମୟ ବିଦେଶୀ ପକ୍ଷୀଙ୍କ ଚିକିରି ମିକିରି ଶବ୍ଦ ଚିଲିକାରେ ମୁଖରୀତ ହୋଇ ଉଠେତେବେ ବିଦେଶୀ ପକ୍ଷୀ ମାନଙ୍କ…

ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା

ପୁରୀ :ଗତକାଲି ପହଡ଼ି ବେଳେ ରଥ ରୁ ବଡ ଠାକୁର ପଡ଼ି ଯିବା ଘଟଣା ର ସମ୍ପର୍କ ରେ ସିଂହ ଦ୍ୱାରଥାନାରେ ଏତଲା ହୋଇ ଥିବା ଖବର ଆମ ହସ୍ତଗ ହୋଇଛି।ମିଳିଥିବା ଖବର ଅନୁଯାଇ ଶ୍ରୀ ବଳଭଦ୍ର ରଥରେ ପଡ଼ିଯିବା ଘଟଣାର…

ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ରତ୍ନଭଣ୍ଡାର ଖୋଲାଯିବ: ବୀରବିକ୍ରମ ଯାଦବ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇ ଥିଲା ଏହି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଗଣମାଧ୍ୟମ କୁ ପ୍ରତିକ୍ରିୟା କହିଛନ୍ତି। ମୋଡ଼ାଲିଟିଜ୍ ଫାଇନାଲ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଏସଓପି…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ଆଜିଠୁ ଜନ୍ମବେଦିରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ

ପୁରୀ : ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି। ସକାଳ ଆଳତି ପରେ ଏଭଳି ଦର୍ଶନ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । କଥିତ ଅଛି ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ,…

ଅଷ୍ଟ୍ରେଲିଆ ପ୍ରମୁଖ ସହର ମେଲବୋର୍ଣ୍ଣରେ ପାଳିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ବିଶ୍ୱକୁ ଭାଇଚାରା ଓ ସ୍ୱଛତାର ବାର୍ତ୍ତା ଦେଇଥାଏ ମହାପ୍ରଭୁଙ୍କ ରଥ ଯାତ୍ରା।କେବଳ ଓଡିଶା କି ଭାରତରେ ନୁହେଁ ବିଶ୍ୱର କୋଣ, ଅନୁକୋଣରେ ପାଳିତ ହେଉଛି ରଥଯାତ୍ରା।ଅଷ୍ଟ୍ରେଲିଆର ପ୍ରମୁଖ ସହର ମେଲବୋର୍ଣ୍ଣରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡିଛି । ଏଠାକାର ପ୍ରବାସୀ ଓଡ଼ିଆମାନଙ୍କୁ…

ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ପ୍ରକମ୍ପିତ ହେଲା ରୁଷିଆର ରାଜଧାନୀ ମସ୍କୋ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ ରୁଷିଆ ଗସ୍ତରେ ଅଛନ୍ତି।ରୁଷରେ ଗୁଞ୍ଜରିତ ହେଲା ଜୟ ଜଗନ୍ନାଥ । ମୋସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି । ଏଥର ଲୋକସଭା ନିର୍ବାଚନ…

error: Content is protected !!