ଶ୍ରୀକ୍ଷେତ୍ରରେ ଆଜି ପଇତା ଲାଗି ନୀତି, ଭକ୍ତଙ୍କ ପାଇଁ ଦର୍ଶନ ୪ ଘଣ୍ଟା ନିଷେଧ

ପୁରୀ : ଶ୍ରୀକ୍ଷେତ୍ର ରେ ଆଜି ୬ ତାରିଖ ସୋମବାର ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ‘ପଇତାଲାଗି ନୀତି’ ଅନୁଷ୍ଠିତ ହେବ । ଏହି ନୀତିକୁ ଦଇତାପତି ସେବକମାନେ ସମ୍ପର୍ଣ୍ଣ କରିଥାନ୍ତି।ମହାପ୍ରଭୁଙ୍କ ଅଧରର ସୁରକ୍ଷା ପାଇଁ ଏହି ନୀତି ବର୍ଷକୁ…

ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର :ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟ ବାସୀ । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧରଣୀଧରଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ…

ନୁପୁର ଶର୍ମା, ରାଜା ସିଂ ଙ୍କ ଭଳି ହିନ୍ଦୁତ୍ୱବାଦୀ ବିଜେପି ନେତାଙ୍କୁ ହତ୍ୟା କରିବା ଯୋଜନା ପଣ୍ଡ

ଗୁଜୁରାଟ ପୋଲିସ ଶୁକ୍ରବାର ଦିନ ଜଣେ ବ୍ୟକ୍ତି କୁ ଗିରଫ କରିଛି ଯେ କି କିଛି ବିଜେପିର ଆଗ ଧାଡିର ନେତା ଏବଂ ଏକ ଦକ୍ଷିଣପନ୍ଥୀ ସଂଗଠନର ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା । ଅଭିଯୁକ୍ତର ନାମ ମୌଲଭି ସୋହେଲ…

ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡିଶା, ଆଜି ପୁଣି ଆସୁଛନ୍ତି ଭୁବନେଶ୍ୱର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୂଚନା ମୁତାବକ ନିର୍ବାଚନ ପ୍ରଚାର ପାଇଁ ଆଜି ରାତି ସାଢ଼େ ୯ଟାରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତି କାଟିବା ପରେ ଆସନ୍ତା କାଲି ବ୍ରହ୍ମପୁରରେ ନିର୍ବାଚନୀ ସଭାରେ ଯୋଗ…

ଧରାପଡ଼ିଲା ମୋଟର ସାଇକେଲ ଚୋର ଓ ଜବତ ହେଲା ୩ ଚୋରି ମୋଟର ସାଇକେଲ

ଭୁବନେଶ୍ୱର : ମୋଟର ସାଇକେଲ ଚୋର କୁ ଧରିଲା ପୋଲିସ ଏବଂ ତିନଟି ବାଇକ ଜବତ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଟୁଙ୍ଗାମାଳ ରୁ ମୋଟର ସାଇକେଲ ଚୋରି ହୋଇଥିଲା ଏନେଇ…

ଓଡିଶା ବସରୁ ଆନ୍ଧ୍ରରେ ଜବତ ହେଲା ୨.୪୦ କୋଟି

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଗୋପାଳପୁରମ ପଞ୍ଚାୟତର ଜଗନ୍ନାଧପୁରମ ଗାଁ ନିକଟ ଚେକପୋଷ୍ଟରେ ଯାଞ୍ଚ ସମୟରେ ଏକ ଘରୋଇ ବସରୁ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି ପୋଲିସ । ଅନ୍ତଃଜିଲ୍ଲା ଚେକପୋଷ୍ଟ ନିକଟରେ ପୋଲିସ ଚେକିଂ କରୁଥିବା…

ଦିଲ୍ଲୀ କଂଗ୍ରେସ କୁ ଶକ୍ତ ଧକ୍କା

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ଦିଲ୍ଲୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲି ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ବିଧାୟକ ନୀରଜ ବସୋୟା ଓ ନସିବ ସିଂହ ଏବଂ…

ରାହୁଲ ଗାନ୍ଧୀ ପୁଣି ସନାତନ ବିରୋଧୀ ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ପୁଣି ଥରେ ସନାତନ ଧର୍ମକୁ ଅସମ୍ମାନ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୁଦ୍ର ଜଳ ମଧ୍ୟରେ ଦ୍ୱାରକା ପୂଜାକୁ ଏକ ନାଟକ ବୋଲି ବର୍ଣ୍ଣନା କରିଛନ୍ତି । ପୁଣେରେ ହୋଇଥିବା ନିର୍ବାଚନ ରାଲିରେ ସେ କହିଛନ୍ତି ଯେ,…

ବିବାହର ପାଞ୍ଚ ବର୍ଷ ପରେ ଯୌତୁକ ଜନିତ ହତ୍ୟା ଅଭିଯୋଗ

ଭୁବନେଶ୍ୱର :ଯୌତୁକ ପାଇଁ ତଣ୍ଟି ଚିପ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ ଏମିତି ଏକ ଘଟଣା ଘାଟିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ନାଚୁଣୀ ଥାନା ଅନ୍ତର୍ଗତ ହରିକୁଣ୍ଡବରଡ଼ି ଗ୍ରାମ ର…

ମହାପ୍ରଭୁ ଶ୍ରୀ ଜଗନ୍ନାଥ ୧୯୦୫ ମସିହାରୁ ଦର୍ଶନ ଦେଇନାହାନ୍ତି ଦୁର୍ଲଭ ଶ୍ରୀ ରଘୁନାଥ ବେଶରେ

ଶେଷଥର ପାଇଁ ୧୯୦୫ ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶରେ ବିଶ୍ଵବାସୀ ଦର୍ଶନ କରିଥିବାର ପ୍ରମାଣ ୧୯୦୫ ଏପ୍ରିଲ ୧୫ ତାରିଖ ରେ ଉତ୍କଳ ଦୀପିକା ନାମକ ଓଡ଼ିଆ ପତ୍ରିକାରେ ମୁଦ୍ରିତ ହୋଇଥିଲା। ମେ ୦୬ ୧୯୦୫,ଶନିବାରରେ ଶ୍ରୀକ୍ଷେତ୍ର ରେ…

error: Content is protected !!
Powered by Joinchat