ଆମ୍ ଆଦମୀ ପାର୍ଟି (ଆପ୍) ନେତା ସୋମନାଥ ଭାରତୀ ଶନିବାର ଦିନ ଲୋକସଭା ନିର୍ବାଚନ 2024 ର ଏକ୍ଜିଟ୍ ପୋଲ୍ ଫଳାଫଳକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା…
Category: ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟୀୟ
ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ,ତୃତୀୟ ଥର ପେମା ଖାଣ୍ଡୁ ହେବେ ମୁଖ୍ୟମନ୍ତ୍ରୀ
ଇଟାନଗର : ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ, ମୋଟ ୬୦ ଆସନରୁ ୪୫ଟି ଆସନରେ ବିଜେପି ଜିତିଥିବା ସୂଚନା ମିଳିଛି। ସେହିପରି ୧ଟି ଆସନରେ ଦଳ ଏବେବି ଆଗୁଆ ରହିଛି। ତେବେ ଏହି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି…
ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲଙ୍କ ସ୍ବୀକାରୋକ୍ତି ପିଓକେ ବିଦେଶୀ ଅଞ୍ଚଳ
ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଇସ୍ଲାମାବାଦ ହାଇକୋର୍ଟରେ ସ୍ବୀକାର କରିଛନ୍ତି ଯେ ପାକ୍ ଅଧିକୃତ କଶ୍ମୀର (ପିଓକେ) ବିଦେଶୀ ଅଞ୍ଚଳ। ଶୁକ୍ରବାର ଇସ୍ଲାମାବାଦ ଉଚ୍ଚ ନ୍ୟାୟାଳୟରେ କଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫାର୍ହାଦ ଶାହଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ…
ଏକଜିଟ ପୋଲ ରେଜଲ୍ଟରେ ପୁଣିଥରେ ମୋଦୀ ସରକାରର ପୂର୍ବାନୁମାନ
ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରିଛି ଦେଶ। ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାର ବାଛି ସାରିଛନ୍ତି। loksabha election…
ଲୋକସଭା ନିର୍ବାଚନ ପଳାଫଳ ପୂର୍ବରୁ ରନ୍ଧନ ଗ୍ୟାସ ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ:2024 ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ତୈଳ ବିତରଣ କମ୍ପାନୀ (ଓ.ଏମ୍.ସି.) ଗୁଡ଼ିକ 19 କିଲୋଗ୍ରାମ କିମ୍ବା ବ୍ୟବସାୟିକ ଏଲ.ପି.ଜି ସିଲିଣ୍ଡର୍ (ରନ୍ଧନ ଗ୍ୟାସ ) ମୂଲ୍ଯରେ ବ୍ୟାପକ ହ୍ରାସ ଘୋଷଣା କରିଛନ୍ତି। ଇଣ୍ଡିଆନ ଅଏଲର ୱେବସାଇଟ ଅନୁସାରେ, 19 କିଲୋଗ୍ରାମର…
ବିଶ୍ୱ ତମାଖୁ ବର୍ଜନ ଦିବସ
ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି। ଏହା କେବଳ କ୍ୟାନସର ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍ଷ୍ଟ୍ରୋକ୍ ଆଦିର କାରଣ ସାଜିଛି। ତମାଖୁ ସେବନ ହ୍ରାସ କରିବା ପାଇଁ ବିଶ୍ୱ ତମାଖୁ…
ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ
ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଅଛି। କିନ୍ତୁ ବିଜେଡି ପ୍ରାୟୋଜିତ ଏକ ଓଡ଼ିଆ ଟିଭି ଚ୍ୟାନେଲ ‘ଏକଜିଟ୍ ପୋଲ୍’ ରିପୋର୍ଟ ପ୍ରସାରିତ କରିଛି । ଏପରିକି ଜାତୀୟସ୍ତରର ଏକ ସର୍ଭେ ସଂସ୍ଥାର ନାଁ’ରେ ମିଛ କହି ଉକ୍ତ ‘ଏକଜିଟ୍…
ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କଲା ଏସଆଇଟି
କର୍ଣ୍ଣାଟକ:ଯୌନ ନିର୍ଯାତନା ଅଭିଯୋଗରେ ତଦନ୍ତରେ ସହଯୋଗ ପାଇଁ ଭାରତ ଫେରିଛନ୍ତି ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନା। ଜର୍ମାନୀର ମୁଞ୍ଚି ବିମାନବନ୍ଦରରୁ ସେ ବେଙ୍ଗାଲୁରୁ ଆସୁଥିବା ଜଣାପଡ଼ିଛି। ଯୌନ କେଳେଙ୍କାରିର ଭିଡିଓ ଭାଇରାଲ୍ ହେବା ପରେ ପ୍ରଜ୍ଜ୍ୱଳ ଜର୍ମାନୀ ଫେରାର୍ ହୋଇଯାଇଥିଲେ। ସେବେଠାରୁ…
ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ତାମିଲନାଡୁ ଭଳି ଷଡଯନ୍ତ୍ରର ବାସ୍ନା
ତାମିଲନାଡୁର ଜୟଲଳିତା -ଶଶୀକଳା ଏପିସୋଡ୍ ପୁନରାବୃତ୍ତି ହେଉନି ତ? ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ଆଉ ଏପଟେ ଆଜି ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଗତ…
ମାମଲାରୁ ନିଜ ଝିଅକୁ ବଞ୍ଚାଇବାକୁ ବିଜେପି ନେତାଙ୍କୁ ଫସାଇଥିଲେ କେସିଆର
ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ୍ ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ ନିଜ ଝିଅ କେ.କବିତାଙ୍କୁ ଇଡି ମାମଲାରେ ବଞ୍ଚାଇବା ପାଇଁ ବିଜେପିକୁ ବ୍ଲାକମେଲ କରିବାକୁ ଚାହୁଁଥିଲେ । ଫୋନ୍ ଟ୍ୟାପିଂ ମାମଲାରେ ଗିରଫ ଜଣେ ପୂର୍ବତନ ପୋଲିସ ଅଧିକାରୀ ନିଜ ସ୍ୱୀକାରୋକ୍ତି…