ଚନ୍ଦ୍ରଶେଖରପୁର ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ କଥାମୃତ ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ଗ୍ରାମବାସୀ ବୃନ୍ଦ ଓ ଚନ୍ଦ୍ରଶେଖର ମନ୍ଦିର କମିଟି ସଦସ୍ୟ ମୋହନ ଚରଣ ନାୟକ,ଦିବାକର ମହାନ୍ତ,କୈଳାଶ ଚନ୍ଦ୍ର ନାଏକ,ରବୀନ୍ଦ୍ର ପ୍ରଧାନ,ତ୍ରିନାଥ ମହାନ୍ତ,କାହ୍ନୁଚରଣ ମହାନ୍ତ,ବସନ୍ତ ନାୟକ,କରୁଣାକର ମୁଣ୍ଡା…

ଭଏସ ଅଫ ମିଡ଼ିଆ ତରଫରୁ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ l

କେନ୍ଦୁଝର (ରିପୋର୍ଟ୍ – ପ୍ରଦୀପ ମହାନ୍ତ) :କେନ୍ଦୁଝର ସହର ନିକଟସ୍ଥ ସ୍ଥାନୀୟ ରୋଟାରୀ ଭବନ ଠାରେ ଭଏସ ଅଫ ମିଡ଼ିଆ ତରଫରୁ ଏକ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସର୍ବପ୍ରଥମେ କେନ୍ଦୁଝରର ଆରାଧ୍ୟାଦେଵୀ ମା’ତାରିଣୀଙ୍କ ଫୋଟ…

ଚମ୍ପୁଆ ଶିଶୁ ମନ୍ଦିରରେ ଓଡ଼ିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ(ପ୍ରଦୀପ କୁମାର ମହାନ୍ତ) :ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଓଡିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଓ ଚିତ୍ତରଞ୍ଜନ ମହାନ୍ତ ଆଦି…

ଚମ୍ପୁଆ ଥାନାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ପୋଲିସ ଉପଖଣ୍ଡ ପକ୍ଷରୁ ଏବଂ ଚମ୍ପୁଆ ଥାନା ଅଧିକାରୀ ସ୍ୱରୁପ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଚମ୍ପୁଆ ଥାନା ପରିସରରେ ଏକ ମେଗା ସ୍ଵେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଇଚ୍ଛାପୁର ରେ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଇଛାପୁର(ସାନନଇଁ) ଗ୍ରାମବାସୀ ବୃନ୍ଦଙ୍କ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି l ଗତ ୨୬. ୦୩. ୨୬ ଠାରୁ ଆରମ୍ଭ…

ଯୋଡ଼ାରେ ଏଟିଏମ୍‌ ଖାଲି: ୧୦ ଦିନ ଧରି ଟଙ୍କା ନମିଳିବାରୁ ଲୋକେ ହେଉଛନ୍ତି ହଇରାଣ

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) : ଯୋଡ଼ା ସହର ଓ ପାଖପାଖି ଅଞ୍ଚଳର ବିଭିନ୍ନ ଏଟିଏମ୍‌ରେ ଗତ ୧୦ ଦିନ ଧରି ନଗଦ ଟଙ୍କା ମିଳୁନଥିବାରୁ ସାଧାରଣ ଲୋକମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୈନିକ ଆବଶ୍ୟକତା ପାଇଁ ଟଙ୍କା ଉଠାଇବାକୁ ଏଟିଏମ୍‌କୁ ଯାଉଥିବା…

ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ଅବହେଳା : ୩ ବନ କର୍ମଚାରୀ ନିଲମ୍ବିତ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଲାଗୁଥିବା ନିଆଁକୁ ନିୟନ୍ତ୍ରଣ କରିବାରେ ଅବହେଳା ଅଭିଯୋଗରେ ୨ ଜଣ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ କେନ୍ଦୁଝର ଡିଏଫ୍ଓ ଏଚ୍‌.ଡି. ଧନରାଜଙ୍କ ନିର୍ଦ୍ଦେଶରେ…

ଚମ୍ପୁଆ ଧରଣିଧର ନଗର ଭବନଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କେନ୍ଦୁଝର /ଚମ୍ପୁଆ (ପ୍ରଦୀପ ମହାନ୍ତ) :ଚମ୍ପୁଆ ଧରଣିଧର ନଗର ଭବନଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶା ମହିଳା କମିଶନ ସଦସ୍ୟା ଡ.କଳ୍ପନା ମାଲ୍ଲିକ ସମ୍ମାନିତ ଅତିଥିଭାବ ଡ. ସ୍ଵାଧୀନତା ପାତ୍ର, ଝରଣା ମହାନ୍ତ,…

ବାଉଁସର୍ ଙ୍କ ଦାଦାଗିରି ଅଭିଯୋଗ , ବଡ଼ବିଲ ଥାନାରେ ଉତ୍ତେଜନା

କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ) : ବଡ଼ବିଲ ପୌରାଞ୍ଚଳର ଠାକୁରାଣୀ ଅଞ୍ଚଳରେ ନିୟୋଜିତ ବାଉଁସର୍ମାନଙ୍କ ଦାଦାଗିରି ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ମାଇନ୍ସକୁ ଆୟରନ୍ ଲୋଡ଼ିଂ ପାଇଁ ଆସୁଥିବା ଗାଡ଼ି ଚାଳକମାନଙ୍କୁ କିଛି ବାଉଁସର୍ ଦ୍ୱାରା ଦୁର୍ବ୍ୟବହାର ଓ…

ଯୋଡ଼ା ମାର୍କେଟ୍‌ରେ କେନ୍ଦୁଝରିଆ ଗିଲିରୀ ଫୁଲର ଚାହିଦା ବଢ଼ିଲା

କେନ୍ଦୁଝର /ଯୋଡ଼ା (ସୀତାରାମ ଦୀକ୍ଷିତ) : ଋତୁ ପରିବର୍ତ୍ତନ ସହିତ ମାର୍କେଟ୍‌ରେ ଆସିଛି କେନ୍ଦୁଝରର ପ୍ରସିଦ୍ଧ ଗିଲିରୀ ଫୁଲ। ଯୋଡ଼ା ମାର୍କେଟ୍‌ରେ ଏବେ ଏହି ବେଗୁନିଆ ରଙ୍ଗର ଗିଲିରୀ ଫୁଲ ୨୦ ଟଙ୍କାରେ ଏକ ଭାଗରେ ବିକ୍ରି ହେଉଛି। ସକାଳୁ ସକାଳୁ…

error: Content is protected !!
Powered by Joinchat