କେନ୍ଦୁଝରରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଆଜିଠାରୁ ଲୋକଙ୍କୁ ମିଳିବ ୩୫୦୦ ଟଙ୍କା ମାସିକ ଭତ୍ତା । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା । ଆଜି କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ…

କେନ୍ଦୁଝର ଝୁମ୍ପୁରା ଠାରେ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ – ମୁଖ୍ୟମନ୍ତ୍ରୀକେନ୍ଦୁଝରମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁ ର…

୩ ଦିନିଆଁ କେନ୍ଦୁଝର ଜିଲ୍ଲା ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି

କେନ୍ଦୁଝର (ଦଶରଥ ବାରିକ): ୩ ଦିନିଆ କେନ୍ଦୁଝର ଗସ୍ତରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିବାର ଥିବା ବେଳେ ଆଜି ସୁପର କିଙ୍ଗ ଏୟାର ସି ୯୦ ଇ ଜେ ଜେଡ ଏୟାରକ୍ରାଫ୍ଟ ଯୋଗେ ୮.୫୫ ରେ ଭୁବନେଶ୍ୱର ସ୍ଥିତ ବିଜୁ…

ବାହୁଡ଼ି ଗଲେ ବିଶିଷ୍ଟ ସାରସ୍ଵତ ସାଧକ ସଂଗଠକ ଦିବାକର ସାହୁ।

କେନ୍ଦୁଝର (ଦଶରଥ ବାରିକ): କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମିଳନୀ ସାହିତ୍ୟ ସଂସଦର ଅନେକ ବର୍ଷ ସଭାପତି ରହି ସାହିତ୍ୟ ଚର୍ଚ୍ଚା କରି ଅନେକ ସାହିତ୍ୟିକ କବି ଗବେଷକ ବାହାର କରିଥିବା ସାହିତ୍ୟ କବି ପ୍ରାଣ ଦିବାକର ସାହୁଙ୍କ ଆଜି…

ଧର୍ମପରାୟଣ ବ୍ୟକ୍ତି ଶୁକ ମୁଣ୍ଡାଙ୍କ ପରଲୋକରେ ଶୋକ ଛାୟା ଖେଳିଯାଇଛି

କେନ୍ଦୁଝର(ସୀତାରାମ ଦୀକ୍ଷିତ): ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟଣ୍ଟୋ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଶୁକମୁଣ୍ଡା (୭୬) ହୃତଖାତ ରେ ଶନିବାର ରାତିରେ ନିଜସ୍ବ ବାସଭବନରେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ଶୁକ ମୁଣ୍ଡା ସ୍ଥାନୀୟ ଅଞ୍ଚଳରେ ଜଣେ…

ବ୍ରହ୍ମା କୁମାରୀ ବଡବିଲ ଶାଖା ଏହାର ୧୭ତମ ବାର୍ଷିକ ଦିବସ ପାଳନର ଆୟୋଜନ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଆଜି ଜାତୀୟ ଯୁବ ଦିବସରେ, ଜାନୁଆରୀ ୧୨ ତାରିଖରେ, ବ୍ରହ୍ମା କୁମାରୀ ବଡବିଲ ଶାଖା ଏହାର ୧୭ତମ ବାର୍ଷିକ ଦିବସ ପାଳନର ଆୟୋଜନ କରିଥିଲା ​​ଏବଂ ଏହି ଅବସରରେ ସଂଗଠନ ଦ୍ୱାରା ଏକ ସୁନ୍ଦର ଆଧ୍ୟାତ୍ମିକ…

ସେରେଣ୍ଡା ମନ୍ଦିର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପ୍ରଥମବର୍ଷ ଉପଲକ୍ଷେ ଯଜ୍ଞ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଅଯୋଧ୍ୟା ଠାରେ ବହୁ ପ୍ରତୀକ୍ଷିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଥମବର୍ଷ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ସେରେଣ୍ଡା ତାରିଣୀ ମନ୍ଦିର ବିଜେପି କର୍ମୀ ମାନଙ୍କ ପକ୍ଷରୁ ଶ୍ରୀରାମ ମନ୍ଦିର…

ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ୨୦୨୫ ନୂତନ ବର୍ଷର ବନ୍ଧୁ ମିଳନ କାର୍ଯ୍ୟକ୍ରମ

କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝରଗଡ଼ସ୍ଥିତ ଅଶୋକ ବାଟିକା ଠାରେ ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବଂଧୂ ମିଳନ କାର୍ଯ୍ୟକ୍ରମ ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ…

ଡେଙ୍ଗୁମଶା କୁ ଆମନ୍ତ୍ରଣ କରୁଛି ଯୋଡ଼ା ବ୍ଲକ

ଯୋଡ଼ା (ସୀତାରାମ ଦୀକ୍ଷିତ ) :କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପଛ ପାଣି କୁଣ୍ଡ ପାଳିଟିଛି ମଶା ମାନଙ୍କର ଗନ୍ତାଘର।ମାନିନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ ସାରା ଭାରତ ସମେତ ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲୁଥିବା ବେଳେ…

ପାଟଣାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର (ଦଶରଥ ବାରିକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଟଣା ମୁଖ୍ୟାଳୟ ମିନି ଷ୍ଟାଡିୟମ ଠାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ…

error: Content is protected !!