କର୍ଣ୍ଣାଟକ/ହୋସାପେଟେ (ଶ୍ରୀକ୍ଷେତ୍ରନ୍ୟୁଜ଼ ବ୍ୟୁରୋ) : କର୍ଣ୍ଣାଟକର ଐତିହାସିକ ବିଜୟନଗର ସାମ୍ରାଜ୍ୟ (ବର୍ତମାନର ବିଜୟନଗର ଜିଲ୍ଲା)ର ହୋସାପେଟ ସହରରେ ପ୍ରତିଷ୍ଠିତ ଓଡ଼ିଆ ଅନୁଷ୍ଠାନ ‘ହୋସା’ ତରଫରୁମହା ଆଡମ୍ବରରେ ପାଳିତ ହୋଇଯାଇଛି ଅନୁଷ୍ଠାନର ଦଶମ ବାର୍ଷିକ ଉତ୍କଳ ଦିବସ। ହୋସା ଟ୍ରଷ୍ଟ ଦ୍ୱାରା ହୋସପେଟେର…
Tag: odianews
ଧର୍ମଶାଳା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଗଣିତ ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଭାରତର ପ୍ରସିଦ୍ଧ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ଜାତୀୟ ଗଣିତ ଦିବସ ଜିଲ୍ଲା ଶିକ୍ଷା କର୍ଯ୍ୟାଳୟ ତରଫରୁ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଧର୍ମଶାଳା ଠାରେ ପାଳିତ ହୋଇ ଯାଇଛି…
୨୨୭ ଜଣ ଛାତ୍ରଛାତ୍ରୀ ଦେଲେ ନବମ ଶ୍ରେଣୀ ଏନ୍ଆରଟିଏସ୍ ପରୀକ୍ଷା
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସ୍ନାନୀୟ ପିପୁଲ୍ଲ ହାଇସ୍କୁଲ କେନ୍ଦ୍ରରେ ଆଜି ନବମ ଶ୍ରେଣୀ ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧୁକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୨୨୭ ଜଣ…
ଇସ୍କନର ଅଦିନିଆ ରଥଯାତ୍ରା ଶ୍ରୀ ମନ୍ଦିର ପରମ୍ପରା ଉଲଘଂନ :ଗଜପତି
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ):ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରେସମିଟ୍ । ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କହିଲେ ଗଜପତି। ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି । ଚିଠି ଲେଖିବା…
ଚୈତନ୍ୟ ମଠରେ ଗୋବର୍ଦ୍ଧନ ପୂଜାତ୍ସୋବ ଅନୁଷ୍ଠିତ
ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଗୌଡୀୟ ମଠରେ ଗୋବର୍ଦ୍ଧନ ପୂଜାତ୍ସୋବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପବିତ୍ର କାର୍ତ୍ତିକ ଶୁକ୍ଲ ପ୍ରତିପଦାରେ ଆୟୋଜିତ ଏହି ଉତ୍ସବ ଅବସରରେ ଶ୍ରୀକୃଷ୍ଣଙ୍କ ଅଭିଷେକ…
ପାର୍ଲେ-ଜି ବିସ୍କୁଟ କମ୍ପାନୀ ବ୍ୟବସାୟୀଙ୍କ ସହିତ ଦୀପାବଳୀରେ ଅଘଟଣ
Kanpur News: କାନପୁରରେ ଦୀପାବଳି ରାତିରେ ଘଟିଥିବା ଏକ ଦୁଃଖଦ ଘଟଣାରେ ତିନି ଜଣଙ୍କର ମୃତ୍ଯ ଘଟିଛି। ସହରର କାକାଦେଓ ଅଞ୍ଚଳରେ ରହୁଥିବା ପାର୍ଲେ-ଜି ବିସ୍କୁଟ ବ୍ଯବସାୟୀ ସଞ୍ଜୟ ଶ୍ୟାମ ଦାସାନୀଙ୍କ ଘରେ ଏକ କାଠ ମନ୍ଦିରରେ ଜଳୁଥିବା ଦୀପ ଛାଡ଼ି…
ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ୟାମାକାଳୀ ପୂଜା ଉତ୍ସବ
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳି ଅବସରରେ ସ୍ଥାନୀୟ ମଦନ ମୋହନ ଛକରେ ସମ୍ପୃକୁ ପୂଜା କମିଟି ପକ୍ଷରୁ ଗତ ଗୁରୁବାର ଅକ୍ଟୋବର ୩୧ ତାରିଖ ଦିନ ମା’ କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ…
ନିଆରା ଢଙ୍ଗରେ ଦୀପାବଳି ପାଳିଲା ଏବିଭିପି
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ଦୀପାବଳି ଉତ୍ସବ ପାଳନ କରାଯାଇଛି।ଏହି ଅବସରରେ ବୁଗୁଡ଼ା ବ୍ଲକ୍ କାନସୁକା ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱଦେଶୀ ବାଣ ଫୁଟାଇବା…
ପଡୋଶୀଙ୍କ ମରାଣାନ୍ତକ ଆକ୍ରମଣରେ ବାପପୁଅଙ୍କ ମୁଣ୍ଡଗଡିଲା
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):କିଛି ଦିନର ବ୍ୟବଧାନ ପରେ ପୁରୀରେ ପୁଣି ଜୁଇଜଣଙ୍କ ମୁଣ୍ଡ ଗଡିଛି। ମରାଣାତ୍ମ ଆକ୍ରମଣରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏପରି ଅଭାବନୀୟ ଘଟଣା ଘଟିଛି ସଦରଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ। ଯାଗାବାଡ଼ି…
