ରଥଯାତ୍ରା ଦିନ ସି.ଟି.ଇ.ଟି ପରୀକ୍ଷା,ପୁନର୍ନିର୍ଦ୍ଧାରଣ ପାଇଁ ଓଡ଼ିଶାର ପ୍ରାର୍ଥୀଙ୍କ ଦାବି

ଭୁବନେଶ୍ୱର :ଏଥର କେନ୍ଦ୍ରୀଯ଼ ଶିକ୍ଷକ ଯୋଗ୍ଯତା ପରୀକ୍ଷା (ସି.ଟି.ଇ.ଟି) ପାଇଁ ହାଜର ହେବାକୁ ଯାଉଥିବା ଓଡ଼ିଶାର ପ୍ରାର୍ଥୀମାନେ ରାଜ୍ଯର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ରଥଯାତ୍ରା ଦିନ ପରୀକ୍ଷା ତାରିଖକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ରୀଯ଼ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା…

ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ

ମୁମ୍ବାଇ :ବଲିଉଡର ଆଗଧାଡିର ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ନିଜେ ଅଭିନେତ୍ରୀ ଏନେଇ ନିଜେ ସୂଚନା ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।ହିନା ଆହୁରି…

ଜ୍ୱର ପୀଡ଼ାରୁ ଧୀରେ ଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ।

ପୁରୀ: ମହାପ୍ରଭୁ ଜ୍ୱରରେ ଚାଲିଛି ସେବା lମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ଦଇତାପତି ସେବକ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲାନୀତି ସହ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟାନୀତି ସରିଛି। ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଜ୍ୱର…

ଆଇନମନ୍ତ୍ରୀଙ୍କ ପୁରୀ ଗସ୍ତ ଓ ରଥଯାତ୍ରା ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ

ପୁରୀ : ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସେ କହିଛନ୍ତି ଯେ ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ । ସର୍କିଟ ହାଉସ ଠାରେ ପହଞ୍ଚି…

ପୁରୀ ଅର୍ଣ୍ଣପୂର୍ଣ୍ଣା ରେ ଆରମ୍ଭ ତିନିଦିନିଆ ନୃତ୍ୟ ଉତ୍ସବ

ପୁରୀ :ସ୍ଥାନୀୟ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ ରେ cultural development foundation ଓ IICAT ଗ୍ଲୋବାଲ university ର ମିଳିତ ଅନୁକୂଲ୍ୟ ରେ ଏକ ସୁନ୍ଦର ନୃତ୍ୟ କାର୍ଯ୍ୟକ୍ରମ ପାଳିତ ହେଉଛି ! ଏ ସମ୍ପର୍କରେ ଅର୍ଣ୍ଣପୂର୍ଣ୍ଣା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ…

ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର :ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟ ଶାସନ ସଚିବ। ମନୋଜ ଆହୁଜା ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ନିଯୁକ୍ତି ମିଳିଛି। ଏନେଇ ଜିଏ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।…

ବିଭିନ୍ନ ସମସ୍ୟା ନେଇ ରେଳବାଇ କୁଲିଙ୍କର ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ପୁରୀ :ରେଳବାଇ କୁଲି ମାନଙ୍କର ବିଭିନ୍ନ ସମସ୍ୟାର ଦାବୀ ନେଇ ଆଜି ଇଷ୍ଟକୋଷ୍ଟ ରେଳବାଇ ପୋଟର୍ସ ୟୁନିୟନ ପ୍ରତିବାଦ କରିଥିଲା। ୟୁନିଅନ ତରଫରୁ ଶହ ଶହ କୁଲି ଏଆଇଟିୟୁସିର ବ୍ୟାନର, ପ୍ଲାକାର୍ଡ ଓ ପତାକା ହାତରେ ଧରି ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟଳୟ…

ଇଂଲଣ୍ଡକୁ ପରାସ୍ତ କରି ଭାରତ ଟି୨୦ ବିଶ୍ୱକପ ଫାଇନାଲରେ

ଗୁଏନା:10 ବର୍ଷ ପରେ ଟିମ୍ ଇଣ୍ଡିଆ ଟି20 ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ଭାରତୀୟ ଦଳ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଭାରତ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ 68 ରନ୍ରେ ପରାସ୍ତ କରିଥିଲା। ଏହା ସହିତ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ…

ଅଧିନାୟକଙ୍କ ଉତ୍ତମ ସ୍କୋର ବଳରେ ୧୭୧ର ଚ୍ୟାଲେଞ୍ଜିଂ ସ୍କୋର କଲା ଭାରତ

ଗୁଏନା :ଟି ୨୦ ବିଶ୍ୱକପର ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟଚ ବର୍ଷା ପାଇଁ ବିଳମ୍ବିତ ହେଲା। ସବୁ ବାଧାବିଘ୍ନ ପରେ ଆରମ୍ଭ ହେଲା ମ୍ୟଚ। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଭାରତ ୭ ଓ୍ଵିକେଟ୍ ହରାଇ ୧୭୧ର ଚ୍ୟାଲେଞ୍ଜିଂ…

ଟସ ଜିତିଲା ଇଂଲଣ୍ଡ ଓ ବ୍ୟାଟିଂ କରିବାକୁ ଦେଲା ଭାରତକୁ

ଆଶଙ୍କାପୂର୍ଣ୍ଣ ଭାରତ ଓ ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ଶେଷରେ ଆରମ୍ଭ ହୋଇଛି। ଟସ ଜିତି ଇଂଲଣ୍ଡ ପ୍ରଥମେ କ୍ଷେତ୍ର ରକ୍ଷଣ କରିବାର ନିଷ୍ପତି ନେଇଛି। ସକାଳୁ ମେଘୁଆ ପାଗ ପାଇଁ ବିଳମ୍ବିତ ହୋଇଛି ମ୍ୟାଚ। ପ୍ରଥମେ ୮:୩୦ରେ କ୍ଷେତ୍ର ନିରୀକ୍ଷଣ ହେବାରେ…

error: Content is protected !!
Powered by Joinchat