ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଲକ୍ଷ୍ମୀ ବଜାର ସାହିରେ ଗତ ତା ୫/୧/୨୫ ରିଖରେ ଜଣେ ୭୦ ବର୍ଷୀୟା ବୃଦ୍ଧା ମହିଳା ଜନ ନାଏକଙ୍କ ଘର କୌଣସି ଏକ କାରଣ ବସତଃ ସମ୍ପୂର୍ଣ ଭାବେ…
Tag: Oriya Newspaper
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ନିୟୁ ଏରା ପବ୍ଲିକ ସ୍କୁଲ ସ୍କାଉଟ ଗ୍ରୁପ, ଶ୍ରୀକର ଭଞ୍ଜ…
ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ବଡ଼ବିଲ ମହୋତ୍ସବ ପଡ଼ିଆଠାରେ ଆୟୋଜିତ ହେଉଥିବା ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହେଇଯାଇଛି ।ଉଦଘାଟନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଚମ୍ପୁଆ ଶ୍ରୀ ସନାତନ…
କେନ୍ଦୁଝରରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଆଜିଠାରୁ ଲୋକଙ୍କୁ ମିଳିବ ୩୫୦୦ ଟଙ୍କା ମାସିକ ଭତ୍ତା । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା । ଆଜି କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ…
ଜି.ସି.ଡ଼ି ଜିଲ୍ଲା ହାଇସ୍କୁଲରେ ବାର୍ଷିକ କ୍ରୀଡା ଏବଂ ଭାରତୀୟ ସେନା ଦିବସ ପାଳିତ ।
ରାୟଗଡା (ଗୋପୀନାଥ ଗୌଡ଼): ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ହାଇସ୍କୁଲ, ପଡିଆ ଠାରେ ଆଜି ବିଦ୍ୟାଳୟର ୭୮ତମ ଖେଳ ପ୍ରତି ଯୋଗିତା ମହା ସମାରୋହରେ ପାଳିତ ହୋଇଯାଇଛି। ତତ୍ ସହିତ ଭାରତୀୟ ସେନା ବାହିନୀ ଦିବସ ମଧ୍ୟ ପାଳନ କରାଯାଇଛି। ଆଜି…
ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଭିନ୍ନକ୍ଷମଙ୍କ ପାଇଁ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ରାୟଗଡ (ଗୋପୀନାଥ ଗୌଡ଼) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସି ଦ୍ଵାରା ସିଧା ପ୍ରସାରଣ ମାଧ୍ୟମରେ କେନ୍ଦୁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ…
ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୫ତମ ବାର୍ଷିକୋତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ…
ସେବାୟତଙ୍କ କଳି ପାଇଁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ
ଭୁବନେଶ୍ୱର : ସେବାୟତଙ୍କ କଳି ଉପବାସରେ ପ୍ରଭୁ ଲିଙ୍ଗରାଜ । ନା ନୀତିକାନ୍ତି ହେଉଛି ନା ଭୋଗ ଲାଗୁଛି । ସେବାୟତଙ୍କ କଳି ଆଉ ୩ ଦିନ ହେଲା ଖାଡା ଉପାସରେ ପ୍ରଭୁ ଲିଙ୍ଗରାଜ । ନିଜ ନିଜ ଭିତରେ ବିବାଦ…
କେନ୍ଦୁଝର ଝୁମ୍ପୁରା ଠାରେ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ – ମୁଖ୍ୟମନ୍ତ୍ରୀକେନ୍ଦୁଝରମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁ ର…
କୁର୍ମି କ୍ଷତ୍ରିୟ କୁଳ ସମାଜର ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ଝଞ୍ଜାବତୀ ନଦୀ କୂଳ ହାଲୁଆ ନିକଟ ଆମ୍ବତୋଟା ପରିସରରେ କୁର୍ମୀ କ୍ଷତ୍ରିୟ କୁଳ ସମାଜର ବାର୍ଷିକ ସମ୍ମିଳନୀ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ 50ରୁ ଉର୍ଦ୍ଧ ପରିବାରରୁ ପ୍ରାୟ…
