ରାୟଗଡ଼ (ଗୋପୀନାଥ ଗୌଡ଼) : ସର୍ଟ ସର୍କିଟ ଯୋଗୁଁ ରାୟଗଡା ସ୍ଥିତ ରାଣୀଗୁଡା ଫାର୍ମ ମେନ ରୋଡରେ ଥିବା କପଡା ଦୋକାନରେ ଲାଗିଲା ନିଆଁ। ଚାରି ମହଲା ବିଶିଷ୍ଠ ଏହି ବିରାଟ କାୟ ଦୋକାନର ତଳ ମହଲାର ପ୍ରାୟ କପଡା ଜଳି…
Tag: Oriya Newspaper
୩୧ ଜାନୁଆରୀ ସୁଦ୍ଧା e-KYC ନ କଲେ କଟିଯିବ ରାସନ କାର୍ଡ: କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ) :ରାସନ୍ କାର୍ଡ ନେଇ ଡେଡ୍ଲାଇନ୍ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ୩୧ ଜାନୁଆରୀ ସୁଦ୍ଧା e-KYC ନ କଲେ କଟିଯିବ ରାସନ କାର୍ଡ। ଏବେ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରି ନାହାନ୍ତି e-KYC।ବାହାର…
ଅବକାରୀ ଚଢ଼ାଉ ଦେଶୀ ଓ ବିଦେଶୀ ମଦ ଜବତ ୨ ଜଣ ପୁରୁଷ ୨ ଜଣ ମହିଳା ଗିରଫ
ମୟୁରଭଞ୍ଜ/କରଞ୍ଜିଆ:(ଜିତେନ୍ଦ୍ର ରାଜ): କରଞ୍ଜିଆ ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬.୨୮୮ ଲିଟର ବିଦେଶୀ ମଦ ଓ ୩୪ ଲିଟର ଦେଶୀ ମଦ ଜବତ କରିବା ସହିତ ୨ ଜଣ ପୁରୁଷ ୨ ଜଣ ମହିଳା ଙ୍କୁ ଗିରଫ…
ସିଟିଜି ଫାଉଣ୍ଡେସନ’ର ବାର୍ଷିକୋତ୍ସବସମୟଶ୍ରୀଙ୍କୁ ସିଟିଜି ପ୍ରତିଭା ଓ ଶୁଭମଙ୍କୁ ସିଟିଜି ରତ୍ନ ସମ୍ମାନ
କେନ୍ଦୁଝର(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଭଳି ଆଦିବାସୀ ଅଧ୍ଯୁଷିତ ପଛୁଆ ଜିଲାରେ ଶିକ୍ଷାକ୍ଷେତ୍ରରେ ରେ ସିଟିଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ଶିକ୍ଷା ନିକେତନ ଠାରେ ଗୁରୁବାର ଘରୋଇ ଶିକ୍ଷାନୁଷ୍ଠାନ ସିଟିଜି ଫାଉଣ୍ଡେସନ’ର ୨୪ତମ ବାର୍ଷିକୋତ୍ସବରେ…
ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଓଡ଼ିଶାକୁ କଲେ ଭୁରି ଭୁରି ପ୍ରଶଂସା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ…
ଥଣ୍ଡା ପାନୀୟରେ ନିଶା ନେଇ କ୍ଯାମେରା ମ୍ଯାନଙ୍କ ଠାରୁ ଲୁଟ୍ ଅଭିଯୋଗ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସିନେମା ହଲ ଛକଠାରେ ଫଟୋ ଷ୍ଟୁଡିଓ କରିଥିବା କୁଶପଲ୍ଲୀ ଗ୍ରାମର ଯୁବକ ସଙ୍ଗମ କୁମାର ବିଷୋୟୀ(୩୨)ଙ୍କୁ ଯୋଜନା କରି ଦୁଇ ଜଣ ଅଜଣା ବ୍ଯକ୍ତି ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ ଅବସ୍ଥାରେ ତାଙ୍କଠାରୁ…
ବିଜେଡି ସଭାନେତ୍ରୀ ସାବିତ୍ରୀ ଗମାଙ୍ଗଙ୍କ ନାମରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ।
ରାୟଗଡ(ଗୋପୀନାଥ ଗୌଡ଼): ପୂର୍ଵତନ BJD ସଭାନେତ୍ରୀ ମାନବ ଅଧିକାର ସଦସ୍ୟା ସାବିତ୍ରୀ ଗମାଙ୍ଗ ନିଜ ପରିବାର ସହିତ ମିଶି ଏକର ଏକର ସରକାରୀ ଜମିକୁ ହଡ଼ପ କରିବା ନେଇ ଜିଲ୍ଲା ପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଏହାକୁ ବିରୋଧ କରିବାରୁ…
ମୁନିଗୁଡା ବନାଞ୍ଚଳ ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ
ରାୟଗଡା(ଗୋପୀନାଥ ଗୌଡ଼) : ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ସୁରକ୍ଷା ଜୀବ ଯନ୍ତୁଙ୍କ ସୁରକ୍ଷା,ଜଙ୍ଗଲକୁ ନିଆଁ ଦାଉରୁ ମୁକ୍ତି ଏପରି କେତେ କଣ ସଚେତନତା ପାଇଁ କୋଟିକୋଟି ଟଙ୍କା ବନବିଭାଗକୁ ଯୋଗାଇ ଦେଉଛନ୍ତି।କିନ୍ତୁ ସେଥିରୁ ଶତକଡା ପ୍ରାୟ 30ରୁ40ମଧ୍ୟରେ ଖର୍ଚ୍ଚ…
ଭାରତର କଥାକୁ ଏବେ ସାରା ବିଶ୍ବ ଶୁଣୁଛି,ଗଣତନ୍ତ୍ର ଏବଂ ବିବିଧତା ଆମ ଲାଇଫ ଲାଇନ: ମୋଦି
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ) : ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପିଏମ ମୋଦି। ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପ୍ରବାସୀ ଭାରତୀୟଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏଥିସହ ସେ ଓଡ଼ିଶାର…
ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ
ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପ୍ରବାସୀ ଭାରତୀୟ ଦିବସର ଦ୍ଵିତୀୟ ଦିବସରେ ମହାବିଦ୍ୟାଳୟରେ କୁଇଜ୍ ପ୍ରତିଯୋଗିତା, ୱାକାଥନ୍ ଏବଂ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବବିଲତା…
