ଭୁବନେଶ୍ୱରରେ : ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ପର୍ଯ୍ୟନ୍ତ ନଡ୍ଡାଙ୍କ ରୋଡ୍ ସୋ । ତାଙ୍କ ସହ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ ଏହି ରୋଡ୍ ସୋରେ…
Tag: news oriya
ନୁପୁର ଶର୍ମା, ରାଜା ସିଂ ଙ୍କ ଭଳି ହିନ୍ଦୁତ୍ୱବାଦୀ ବିଜେପି ନେତାଙ୍କୁ ହତ୍ୟା କରିବା ଯୋଜନା ପଣ୍ଡ
ଗୁଜୁରାଟ ପୋଲିସ ଶୁକ୍ରବାର ଦିନ ଜଣେ ବ୍ୟକ୍ତି କୁ ଗିରଫ କରିଛି ଯେ କି କିଛି ବିଜେପିର ଆଗ ଧାଡିର ନେତା ଏବଂ ଏକ ଦକ୍ଷିଣପନ୍ଥୀ ସଂଗଠନର ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା । ଅଭିଯୁକ୍ତର ନାମ ମୌଲଭି ସୋହେଲ…
ଧରାପଡ଼ିଲା ମୋଟର ସାଇକେଲ ଚୋର ଓ ଜବତ ହେଲା ୩ ଚୋରି ମୋଟର ସାଇକେଲ
ଭୁବନେଶ୍ୱର : ମୋଟର ସାଇକେଲ ଚୋର କୁ ଧରିଲା ପୋଲିସ ଏବଂ ତିନଟି ବାଇକ ଜବତ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଟୁଙ୍ଗାମାଳ ରୁ ମୋଟର ସାଇକେଲ ଚୋରି ହୋଇଥିଲା ଏନେଇ…
ଓଡିଶା ବସରୁ ଆନ୍ଧ୍ରରେ ଜବତ ହେଲା ୨.୪୦ କୋଟି
ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଗୋପାଳପୁରମ ପଞ୍ଚାୟତର ଜଗନ୍ନାଧପୁରମ ଗାଁ ନିକଟ ଚେକପୋଷ୍ଟରେ ଯାଞ୍ଚ ସମୟରେ ଏକ ଘରୋଇ ବସରୁ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି ପୋଲିସ । ଅନ୍ତଃଜିଲ୍ଲା ଚେକପୋଷ୍ଟ ନିକଟରେ ପୋଲିସ ଚେକିଂ କରୁଥିବା…
ରାହୁଲ ଗାନ୍ଧୀ ପୁଣି ସନାତନ ବିରୋଧୀ ମନ୍ତବ୍ୟ ଦେଲେ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ପୁଣି ଥରେ ସନାତନ ଧର୍ମକୁ ଅସମ୍ମାନ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୁଦ୍ର ଜଳ ମଧ୍ୟରେ ଦ୍ୱାରକା ପୂଜାକୁ ଏକ ନାଟକ ବୋଲି ବର୍ଣ୍ଣନା କରିଛନ୍ତି । ପୁଣେରେ ହୋଇଥିବା ନିର୍ବାଚନ ରାଲିରେ ସେ କହିଛନ୍ତି ଯେ,…
