ନୂଆଦିଲ୍ଲୀ: ନିର୍ବାଚନ ପରେ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଭାରତ ସ୍ୱାଧୀନ ହେବାପରେ ପ୍ରଥମ ଥର ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବାଚସ୍ପତି ପଦକୁ ନେଇ…
Tag: www.shreekhetranews.com
ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କଅନୁଷ୍ଠିତ ହେବ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା ଏଥି ପାଇଁ ରଥ ଖଳା ରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି lରଥଯାତ୍ରା ପୂର୍ବରୁ ରଥନିର୍ମାଣ କାମ ଜାରି ରହିଛି। ତିନିରଥରେ ଚଉଦ ନାହାକା ବୁଲିବା ସହ…
ଚଳିତ ବର୍ଷ ସର୍ବସାଧରଣଙ୍କ ପାଇଁ ବନ୍ଦ ରହିବ ନବଯୌବନ ଦର୍ଶନ।
ପୁରୀ :ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଏହି କମିଟି। ତେବେ ନୀତି…
ଧନ୍ୟ ଆମ ଅତିଥି ଦେବ ଭବ…
ନୂଆଦିଲ୍ଲୀ :ଜୟପୁର ଯେମିତି ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ସେଠାକାର ଲୋକଙ୍କ ବ୍ୟବହାର ସେମିତି ମନମୁଗ୍ଧକର। ସେଥିପାଇଁ ପର୍ଯ୍ୟଟକ ଦୂରଦୂରାନ୍ତରରୁ ଧାଇଁ ଆସିଥାନ୍ତି ଏଠାକୁ।କିନ୍ତୁ ପିଂକ ସିଟି ଭାବରେ ଖ୍ୟତ ସହରକୁ କିଛି ମନ୍ଦବୁଦ୍ଧି ବଦନାମ କରୁଛନ୍ତି। ଏକ ଭିଡ଼ିଓ ଭାଇରାଲ ହେଉଛି…
ଅଣସର ପିଣ୍ଡିରେ ମହାପ୍ରଭୁ ଜଗନ୍ନାଥ
ପୁରୀ :ଅଣସର ପିଣ୍ଡିରେ ମହାପ୍ରଭୁ । ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଆଜି ତୃତୀୟ ଦିନ ବ୍ରହ୍ମଗିରିରେ ଶୀ ଅଲାରନାଥଙ୍କ ମନ୍ଦିରେ ଦେଖିବାକୁମିଳିଛି ପ୍ରବଳ ଭିଡ଼…
ଧୀରେ ଧୀରେ ପୋତି ହେବାକୁ ବସି ଲାଣି ଚିଲିକା
ପୁରୀ :ଧୀରେ ଧୀରେ ଚିଲିକା ପୋତି ହେବାକୁ ବସିଲାଣି l ଆଗ ଭଳି ଚିଲିକା ରୁ ମିଳୁଥିବା ମାଛ ପାତୁଆ, ସୁକୁରା, ବଲିଙ୍ଗି, ଖୁରାଣ୍ଡି, ସାଙ୍ଗୁଶ, ମଗର, କଣ୍ଟିଆ, ଖଇଙ୍ଗା ଚୁଙ୍ଗୁଡ଼ି, କଙ୍କଡା, ଖାରିପଣିଆ, ଗଣିଆ,ଆଦି ମାଛ କମ ମାତ୍ରା ରେ…
ପରକୀୟା ପ୍ରିତି ପାଇଁ ଡିଏସପି ରୁ କନେଷ୍ଟବଳକୁ ଡିମୋସନ୍
ପରକୀୟା ପ୍ରିତି ପାଇଁ ହଟହଟା ହେଲେ ପୋଲିସ ବାବୁ।ଘରେ ସ୍ତ୍ରୀ ଥାଉ ଥାଉ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ କରୁଥିଲେ ପରକୀୟା ପ୍ରିତି। ପୋଲିସ ଅଧିକାରୀ କ୍ରିପା ଶଙ୍କର କନୌଜିଆ। ୨୦୨୧ ଜୁଲାଇ ୬ ତାରିଖରେ ପାରିବାରିକ କାରଣ ଦର୍ଶାଇ…
ସ୍ନାନବେଦୀରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ, ଶ୍ରୀମନ୍ଦିର ପ୍ରଶାସନ ମୁକଦର୍ଶକ
ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା ସ୍ବତନ୍ତ୍ର ବ୍ୟବସ୍ଥାବଳୀ। ଭକ୍ତ ଓ ଭଗବାନଙ୍କ ମିଳନରେ ଯେମିତି ସେବାୟତ ଅଡୁଆଲ ନ ହୁଅନ୍ତି ସେ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନଯାତ୍ରା ସହିତ…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନିଜ ପ୍ରଥମ ଜନ୍ମମାଟି ଗସ୍ତରେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଗାଁ ରାଇକଳାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଗାଁରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଗ୍ରାମବାସୀ। ନିଜ ଘରେ ପହଞ୍ଚିବା ପରେ ତାଙ୍କୁ ବନ୍ଦାପନା କରି ପାଛୋଟି…
କଂଗ୍ରେସର ଓଡିଶା ଓ ଓଡ଼ିଆଙ୍କ ବିରୋଧ କାହିଁକି?
ଭୁବନେଶ୍ୱର :କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟପତି ଦୌପଦୀ ମୁର୍ମୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର…