ଗଞ୍ଜାମ (ସୋରେନ କୁମାର ପ୍ରଧାନ):୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ କରିଥିବା ବେଳେ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଛି l ଗିରଫ ଅଭିଯୁକ୍ତ ହେଲେ…
Author: Shree khetra News
Cyclone Dana: ବାତ୍ୟା ‘ଦାନା’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା
Cyclone Dana Updates: ଗୁରୁବାର ସକାଳେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ହୋଇଥିଲା ଏବଂ ଘୂର୍ଣ୍ଣିବଳୟ’ଦାନା’ ରାଜ୍ଯ ଉପକୂଳ ନିକଟରେ ପହଞ୍ଚିବା ପରେ ସମୁଦ୍ର ଅବସ୍ଥା ମଧ୍ଯ ଅଶାନ୍ତ ରହିଥିଲା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…
ଆମେ ଆଲୋଚନାକୁ ସମର୍ଥନ କରୁ, ଯୁଦ୍ଧକୁ ନୁହେଁ। ପୁଟିନଙ୍କୁ ବ୍ରିକ୍ସ୍ ମଞ୍ଚରୁ ମୋଦୀଙ୍କ ସନ୍ଦେଶ
PM Modi in Brics Summit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ବ୍ରିକ୍ସ୍ ଶିଖର ସମ୍ମିଳନୀ ମଞ୍ଚରୁ ବିଶ୍ୱକୁ ଯୁଦ୍ଧ ବିରୋଧରେ ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିଥିଲେ। “ବିଶ୍ୱ ଯୁଦ୍ଧ ଏବଂ ସଂଘର୍ଷର ଶିକାର ହେଉଛି। ଫଳସ୍ୱରୂପ, ବିଶ୍ୱ…
ଭ୍ଲାଦିମିର ପୁଟିନ ଏବଂ ସି ଜିନପିଙ୍ଗଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସାରା
Brics Summit 2024 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ କାଜାନରେ ବ୍ରିକ୍ସ୍ ଶିଖର ସମ୍ମିଳନୀରେ ଯୋଗ ଦେଉଛନ୍ତି। ସମଗ୍ର ବିଶ୍ୱ ବ୍ରିକ୍ସ୍ ଶିଖର ସମ୍ମିଳନୀ ଉପରେ ନଜର ରଖିଛି। ଏଥର ଏହି ସମ୍ମିଳନୀରେ ୩୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି ଏବଂ…
ଯୋଗାଣ ବିଭାଗର ଧରପଗଡ ଜାରି
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ବାତ୍ୟା ସମୟରେ ଯେପରି ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀ ର କଳାବଜାର ନ ହୁଏ ଓ ଖାଉଟି ହଇରାଣ ନ ହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗାଣ ବିଭାଗ କୁ ପଦକ୍ଷେପ…
ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି।
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ବାତ୍ୟା ଦାନାର ମୁକାବିଲା ପାଇଁ ପ୍ରସ୍ତୁତି କୁ ଜୋରଦାର କରିଛି ପ୍ରଶାସନ।ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ ତଦାରଖ ଦାୟିତ୍ୱ ଦିଆଯାଇଛି। ଭୟଭୀତ ନୁହେଁ ସତର୍କ ଓ ସଚେତନ ରହିବାକୁ ଜିଲ୍ଲା ବାସୀଙ୍କୁ…
ବହିଷ୍କୃତ ହେଲେ ଭାମଶ୍ଯାଳି ପଞ୍ଚାୟତର ଯୋଗାଣ ସହାୟକ
ବୁଗୁଡ଼ା (ରିପୋର୍ଟ : ସୋରେନ କୁମାର ପ୍ରଧାନ) : ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ହିତାଧିକାରୀମାନଙ୍କ ଇ-କେଓ୍ବାଇସି କରିବା ପାଇଁ ମେସିନ ଧରି ସୁରତ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ଯାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ବିଶ୍ୱାଳଙ୍କୁ ଚାକିରୀ ହରାଇବାକୁ ପଡିଛି…
ସ୍ଵର୍ଣ୍ଣ ପଦକ ବିଜେତା ସନ୍ତୋଷ କୁମାର ପଧାନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ
ଭୁବନେଶ୍ୱର (ରିପୋର୍ଟ -ମୁକୁନ୍ଦ ଦାସ ): ମାଲେସିଆର ରାଜଧାନୀ କୁଆଲାଲୁମ୍ପୁର ଠାରେ ଅନୁଷ୍ଠିତ ହୋଇଥିବା ୩୬ ତମ ଆନ୍ତର୍ଜାତିୟ ମାଲେସିଆ ଓପନ୍ ମାଷ୍ଟର ଆଥଲେଟିକ୍ସ ଚାମ୍ପିଅନସିପ୍ ଯାହାକି ଅକ୍ଟୋବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ମିଟ୍ ରେ ବରଗଡ଼…
ବାତ୍ୟାରେ ଫସଲ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ
ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସମ୍ଭାବ୍ୟ ବାତ୍ୟା ’ଦାନା’ ପାଇଁ ଫସଲ ନଷ୍ଟ ଆଶଙ୍କାରେ ଚାଷୀକୁଳ । ସୂଚନା ଅନୁଯାୟୀ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ଯାଉଥିବା…
ବିଭିନ୍ନ ଜିଲ୍ଲାକୁ ଗଲେ ଏନ୍ଡିଆରଏଫ ଟିମ୍, ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲେ କେତେ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପଠାଯାଇଛି ଏନ୍ଡିଆରଏଫ ଟିମ୍ । କଟକ ମୁଣ୍ଡଳୀ ସ୍ଥିତ ଏନ୍ଡିଆରଏଫ ଥାର୍ଡ ବାଟାଲିୟନ ପରିସରରୁ ବିଭିନ୍ନ ଟିମ୍ ପ୍ରଭାବିତ ଜିଲ୍ଲା ମାନଙ୍କ ପାଇଁ ପଠାଯାଇଛି।ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୧ଟି ଭଦ୍ରକକୁ ୨, ବାଲେଶ୍ଵର…
