ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ତାମିଲନାଡୁ ଭଳି ଷଡଯନ୍ତ୍ରର ବାସ୍ନା

ତାମିଲନାଡୁର ଜୟଲଳିତା -ଶଶୀକଳା ଏପିସୋଡ୍ ପୁନରାବୃତ୍ତି ହେଉନି ତ? ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ଆଉ ଏପଟେ ଆଜି ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଗତ…

ଇଭିଏମ ଭଙ୍ଗା ସନ୍ଦେହ ଘେରରେ,ଷଡଯନ୍ତ୍ରର ଗନ୍ଧ ସ୍ପଷ୍ଟ

ଚିଲିକା ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଅଭିଯୋଗରେ ଗିରଫ କରାଥିଲା । ଯାହାକୁ ନେଇ ଏବେ ରାଜ୍ୟ ପୁଲିସ୍ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ଆଜି ବିଜେପି ସାଂସଦ…

ଅରବିନ୍ଦ କେଜ୍ରିୱାଲଙ୍କ ଠାରେ କିଡନୀ ସମସ୍ୟା କିମ୍ବା କର୍କଟ ରୋଗର ଲକ୍ଷଣ

ଦିଲ୍ଲୀ :ଆପ୍ ତରଫରୁ କୁହାଯାଇଛି ଯେ , ଅରବିନ୍ଦ କେଜ୍ରିୱାଲଙ୍କ ଠାରେ ଦେଖାଯାଇଥିବା ଲକ୍ଷଣଗୁଡ଼ିକ କିଡନୀ ସମସ୍ୟା କିମ୍ବା କର୍କଟ ରୋଗକୁ ସୂଚାଉଛି। ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ…

ନବୀନଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀଙ୍କ କଟାକ୍ଷ

ଜୁନ ୧ ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଘନ ଘନ ଓଡିଶା ଗସ୍ତରେ କରୁଛନ୍ତି । ତେବେ ଏହି କ୍ରମରେ ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ…

ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ

ବିବାଦୀୟ ରାଜନେତା ପ୍ରଶାନ୍ତ ଜଗଦେବ ନିକଟରେ ବିଜେପି ରେ ଯୋଗ ଦେଇଥିଲେ। ପୁଣି ବିବାଦ ରେ ନା ଆସିଛି ବୁଥ୍ ଭିତରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ଘଟଣା ପାଇଁ । ସେଥିପାଇଁ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ…

କେଜ୍ରିୱାଲଙ୍କ ଦାବି ମୋଦୀଙ୍କ ପରବର୍ତୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ ସରକାର

ମଦ ଦୁର୍ନୀତିରେ ବେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ମୋଦୀ ସରକାରଙ୍କ ଆଗାମୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ । ସୋସିଆଲ ମିଡିଆ ପୋଷ୍ଟରେ କେଜ୍ରିୱାଲ ଦାବି କରିଛନ୍ତି ପଶ୍ଚିମବଙ୍ଗ ଓ କେରଳ ସରକାର ଭାଙ୍ଗିବାକୁ…

ଭି.କେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରାଯାଉ-ବିଜେପି

ଭୁବନେଶ୍ୱର ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ବାରମ୍ବାର ଆଶଙ୍କା ପ୍ରକାଶ କରୁଛନ୍ତି। ବିଶେଷକରି ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃବର୍ଗ। ମୁଖ୍ୟମନ୍ତ୍ରୀ କଣ ଗୃହବନ୍ଦୀ ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି…

ଅମିତ ଶାହାଙ୍କ ଭାଷଣରେ ଓଡ଼ିଆ ଅସ୍ମିତାକୁ ନେଇ କ୍ରମାଗତ ଆକ୍ରମଣ

ସମ୍ବଲପୁରର ଅଇଁଠାପାଲିରେଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ‘ଓଡ଼ିଆ ଅସ୍ମିତା’ ଅସ୍ତ୍ରରେ ପ ପ୍ରହାର କରି ଶାହ କହିଥିଲେ, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପି ବାହାର ଲୋକଙ୍କୁ ଦୁର୍ନୀତି କରିବାର ସୁଯୋଗ…

ପୁନଃ ମୋଦୀ ସରକାର କ୍ଷମତାକୁ ଫେରିବା ପ୍ରାୟତଃ ନିଶ୍ଚିତ-ପ୍ରଶାନ୍ତ କିଶୋର

ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଚଳିତ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ କିଛି ଭବିଷ୍ଯବାଣୀ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତୀଯ଼ ଜନତା ପାର୍ଟି (ବିଜେପି) ସମାନ କିମ୍ବା ଅଧିକ ସଂଖ୍ୟାରେ କ୍ଷମତାକୁ ଫେରିବ। ଏନଡିଟିଭି କୁ…

ସମ୍ବିତ ପାତ୍ର ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ଦିନ ଉପବାସ ରହିବେ

ପୁରୀ :ମହାପ୍ରଭୁ ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ । ଭୁଲର ପ୍ରାୟଶ୍ଚିତ ସ୍ୱରୂପ ୩ ଦିନ ପାଇଁ ଉପବାସ କରିବେ ସମ୍ବିତ ପାତ୍ର ।ଜଗନ୍ନାଥ ଓ ମୋଦୀଙ୍କ…

error: Content is protected !!