ନୂଆଦିଲ୍ଲୀ: ନିର୍ବାଚନ ପରେ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଭାରତ ସ୍ୱାଧୀନ ହେବାପରେ ପ୍ରଥମ ଥର ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବାଚସ୍ପତି ପଦକୁ ନେଇ…
Category: ରାଜନୀତି
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନିଜ ପ୍ରଥମ ଜନ୍ମମାଟି ଗସ୍ତରେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଗାଁ ରାଇକଳାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଗାଁରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଗ୍ରାମବାସୀ। ନିଜ ଘରେ ପହଞ୍ଚିବା ପରେ ତାଙ୍କୁ ବନ୍ଦାପନା କରି ପାଛୋଟି…
କଂଗ୍ରେସର ଓଡିଶା ଓ ଓଡ଼ିଆଙ୍କ ବିରୋଧ କାହିଁକି?
ଭୁବନେଶ୍ୱର :କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟପତି ଦୌପଦୀ ମୁର୍ମୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର…
ସର୍ବସାମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ ହେଲେ ଶ୍ରୀମତୀ ସୁରମା ପାଢ଼ୀ
ଭୁବନେଶ୍ୱର :ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ରଣପୁର ବିଧାୟିକା ସୁରମା ପାଢୀ । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏନେଇ ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୁରମା ଭାଜପାର…
ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନେଦରଲ୍ୟାଣ୍ଡ୍ସରେ ସେ ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି। ଏମିତିରେ ବିଜୁ ବାବୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ କିମ୍ବା ତାଙ୍କ ପୁଅ…
ଲୋକସଭା ବାଚସ୍ପତି ଚୟନରେ ଏହି ଦୁଇ ନାମ ସର୍ବାଗ୍ରେ
ନୂଆଦିଲ୍ଲୀ :ଏନଡିଏ ସହଯୋଗୀଙ୍କ ମଧ୍ୟରେ ବାଚସ୍ପତି ଚୟନକୁ ନେଇ ଚାଲିଛି କସରତ। ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଭାଜପା ଏହି ପଦର ମହତ୍ୱ ଓ ଗୁରୁତ୍ୱ ଦୃଷ୍ଟିରୁ ନିଜ ହାତ ଛଡା କରିବାକୁ…
ଆନ୍ଧ୍ରପ୍ରଦେଶରେ ପ୍ରତିଶୋଧ ରାଜନୀତି
ଆମରବତୀ :ସମୟ ସବୁ ବଦଳାଇ ଦିଏ। କିଛିଦିନ ପୂର୍ବରୁ ସେ ଆନ୍ଧ୍ରପ୍ରଦେଶରେ ସର୍ବଶକ୍ତିମାନ ଥିଲେ। ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସରକାର ବଦଳିବା ସହିତ ଆରମ୍ଭ ହୋଇଛି ପ୍ରତିଶୋଧର ଖେଳ। ଯେସା କୁ ତେସା ନୀତି ଆପଣାଇଛନ୍ତି ଆନ୍ଧ୍ର…
ରାଜ୍ୟ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ
ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ।ଶପଥ ନେବାର ୪ ଦିନ ପରେ ରାଜ୍ୟରେ…
ଇଭିଏମ ପୁନଃ ଯାଞ୍ଚ ପାଇଁ ଆବେଦନ କଲେ ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସ
ଭୁବନେଶ୍ୱର :ସରକାର ବଦଳିବା ସହିତ କ୍ଷମତା ହସ୍ତାନ୍ତର ହୋଇସାରିଛି କିନ୍ତୁ ସରିନି ବିବାଦ। ଏବେ ମଧ୍ୟ ନିର୍ବାଚନକୁ ନେଇ ବିବାଦ ଚାଲିଛି। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଇତିମଧ୍ୟରେ ଦୀପାଳି…
ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୂରଜ,ଚର୍ଚ୍ଚିତ ଚେହେରାରୁ ମନ୍ତ୍ରୀ ପଦ
ଭୁବନେଶ୍ୱର:ଗତ କିଛିଦିନ ହେଲାଣି ରାଜ୍ୟରେ ବେଶ ଚର୍ଚ୍ଚିତ ନାଁ ହୋଇଯାଇଛି ଧାମନଗରର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିବା ପରେ ସେ ବିଦେଶରେ ଏକ କମ୍ପାନୀରେ କିଛି ମାସ କାମ କରିଥିଲେ। ପିତା ତଥା ପୂର୍ବତନ ବିଧାୟକ…