ପୁରୀ :ଆରମ୍ଭ ହୋଇଛି ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତି l କାଳିଆ ଶାନ୍ତ ଜନ୍ମ ବେଦୀ ରୁ ରତ୍ନ ବେଦୀ କୁ ଫେରିଵେ, ପାଖେଆସୁଛି ବାହୁଡ଼ା ଯାତ୍ରା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼…
Tag: Newspaper Online
ରଥଯାତ୍ରା ଉପଲକ୍ଷେ ଆର୍ଟ ଗ୍ୟାଲିରୀ ପ୍ରଦର୍ଶୀତ
ପୁରୀ :ଆଜି ପୁରୀ ୱାଟରୱାକ ରୋଡ଼ ଠାରେ ରଥଯାତ୍ରା ଉପଲକ୍ଷ ଶ୍ରୀକ୍ଷତ୍ର ଆଟଗ୍ୟାଲି ପରିସର ରେ ପ୍ରଦର୍ଶୀତ ହୋଇ ଯାଇଛି ଚିତ୍ର ଶିଳ୍ପୀ ସନ୍ତୋଷ କୁମାର ସେଠି ଏହି ଚିତ୍ର ତାଙ୍କ ମନର ଭାବନାରେ ସେ ଏହି ଚିତ୍ର ଆଙ୍କିଛନ୍ତି l…
ରଥ ଉପରେ ସେବାୟତଙ୍କ ହାତରେ ମୋବାଇଲ ମନା
ପୁରୀ :ବଡ ମହାପ୍ରଭୁ ଶ୍ରୀ ବଳଦେବ ଆଡପ ମଣ୍ଡପରେ ସେବାୟତଙ୍କ ଅସାବଧାନତା ହେତୁ ମୁହଁମାଡ଼ି ପଡିଯାଇଥିଲେ। ବିଭିନ୍ନ ମହଲରୁ ଗଭୀର ଚିନ୍ତା ଓ ନିନ୍ଦା ହେବାପରେ ସରକାରଙ୍କ ଚେତାପଶିଛି। ହଠାତ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଯାଇଛି । ନୂଆ ପ୍ରଶାସକ…
ବଡଠାକୁର ପଡିଯିବା ଘଟଣା ପରେ ଚେତିଲେ ସରକାର,ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରକୁ ବଡଠାକୁର ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡିଯିବା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଆଜି ସକାଳେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ସରକାର ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ…
ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର :ଚଳିତବର୍ଷ ବଡ଼ଠାକୁରଙ୍କ ଆଡ଼ପ ମଣ୍ଡପ ପହଣ୍ଡିବିଜେ ବେଳେ ଅଘଟଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ଉଦବେଗ ବ୍ୟକ୍ତ କରିଥିଲେ । ଏହାସହିତ ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି…
ରଥଯାତ୍ରା ବେଳେ ମୋବାଇଲ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ
ପୁରୀ: ପୁରୀ ରେ ରଥଯାତ୍ରା ସମୟ ରେ ଲୋକଙ୍କ ମୋବାଇଲ ଲୁଟୁ ଥିବା ଲୁଟେରା କୁ ଗିରଫ କରିଛି ପୋଲିସ ସୂଚନା ମିଳିଛି l ସୂଚନା ମୁତାବକ ପୁରୀ ରଥଯାତ୍ରା ଜାରି ରହିଥିବାବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ତେବେ…
ରଥଯାତ୍ରା ବେଳେ ଉଡ଼ିଲା ୪ ଡ୍ରୋନ୍, ଜବତ କଲା ପୁଲିସ, ତଦନ୍ତ ଆରମ୍ଭ
ପୁରୀ :ବିଶ୍ୱପ୍ରସିର୍ଦ୍ଧ ରଥଯାତ୍ରା ବେଳେ ଡ୍ରୋନ୍ ମଧ୍ୟରେ ଭିଡିଓ ଉତ୍ତୋଳନ କରି ଥିବା ଏହି କେମେରା କୁ ପୋଲିସ ଜବତ କରି ଥିବା ଖବର ଆମ ହସ୍ତଗତ ହୋଇଛି।ମିଳିଥିବା ଖବର ଅନୁଯାଇ ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ…
ଚିଲିକା ରେ ଚାଲିଛି ପକ୍ଷୀ ଶିକାର
ପୁରୀ :ଚିଲିକା କୁ ଶୀତ ଋତୁରେ ହଜାର ହଜାର ମାଇଲ ଅତି କ୍ରମ କରି ବିଦେଶୀ ପକ୍ଷୀ ଆସନ୍ତି l ଚିଲିକା ସେହୀ ସମୟ ବିଦେଶୀ ପକ୍ଷୀଙ୍କ ଚିକିରି ମିକିରି ଶବ୍ଦ ଚିଲିକାରେ ମୁଖରୀତ ହୋଇ ଉଠେତେବେ ବିଦେଶୀ ପକ୍ଷୀ ମାନଙ୍କ…
ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା
ପୁରୀ :ଗତକାଲି ପହଡ଼ି ବେଳେ ରଥ ରୁ ବଡ ଠାକୁର ପଡ଼ି ଯିବା ଘଟଣା ର ସମ୍ପର୍କ ରେ ସିଂହ ଦ୍ୱାରଥାନାରେ ଏତଲା ହୋଇ ଥିବା ଖବର ଆମ ହସ୍ତଗ ହୋଇଛି।ମିଳିଥିବା ଖବର ଅନୁଯାଇ ଶ୍ରୀ ବଳଭଦ୍ର ରଥରେ ପଡ଼ିଯିବା ଘଟଣାର…
ଶ୍ରୀବଳଭଦ୍ରଙ୍କୁ ପକାଇ ଦେବା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଆଇନ ମନ୍ତ୍ରୀ
ପୁରୀ :ବଡଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ଝୁଙ୍କିପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ଆଇନମନ୍ତ୍ରୀ । କହିଛନ୍ତି, ଏଯାଏଁ ରଥଯାତ୍ରାର ସବୁ ବ୍ୟବସ୍ଥାକୁ ସୁରୁଖରୁରେ କରାଯାଇଛି । ଆଡପ ବିଜେ ସମୟରେ ଯାହା ଘଟିଛି ତାହା ସମାନ୍ୟ ଏକ ଦୁର୍ଘଟଣା ।ଆହତ…
