ଶ୍ରୀକ୍ଷେତ୍ର News
Tag: www.shreekhetranews.com
ପ୍ରାକ ନିର୍ବାଚନୀ ହିଂସା ରୋକିବା ପାଇଁ ପୋଲିସର ମେଗା ଫ୍ଲାଗ ମାର୍ଚ୍ଚ
ଭୁବନେଶ୍ୱର :: ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ପ୍ରାକ ନିର୍ବାଚନ ହିଂସାକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନେଇଛି ପୋଲିସ।ଖୋର୍ଦ୍ଧା ଏସପି ଅବିନାଶ କୁମାରଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଏକ ମେଗା ଫ୍ଲାଗ…
ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି
ଭୁବନେଶ୍ୱର :ଜଣେ ବ୍ୟକ୍ତିର ଗଳିତ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି।ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ର ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଏବଂ ସରଳସିଂହ ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼ରେ ଏକ ଅଜଣା ବ୍ୟକ୍ତିର ଗଳିତ ଶବ…
ଆଇପିଏଲ ଇତିହାସରେ ବିରାଟଙ୍କ ବିରାଟ ରେକର୍ଡ
ଚଳିତ ଆଇପିଏଲ୍ ରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳି ଭାବେ ସେ ଆଇପିଏଲ୍ରେ ୮୦୦୦ ରନ୍ ପୂରଣ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୩୩ ରନ୍ ସଂଗ୍ରହ…
ଏଟିଏମ ଲୁଟେରା ଗିରଫ
ଭୁବନେଶ୍ୱର :ଜଣେ ଏଟିମ ଲଟେରା କୁ ଲୋକମାନେ ଧରି ପୋଲିସ ଜିମା ଦେଇଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଲୁଗାଁ ଏସ ବି ଆଇ ଏଟିଏମ ରୁ ଦୁଇ ଜଣ ମହିଳା…
ନୁପୁର ଶର୍ମା, ରାଜା ସିଂ ଙ୍କ ଭଳି ହିନ୍ଦୁତ୍ୱବାଦୀ ବିଜେପି ନେତାଙ୍କୁ ହତ୍ୟା କରିବା ଯୋଜନା ପଣ୍ଡ
ଗୁଜୁରାଟ ପୋଲିସ ଶୁକ୍ରବାର ଦିନ ଜଣେ ବ୍ୟକ୍ତି କୁ ଗିରଫ କରିଛି ଯେ କି କିଛି ବିଜେପିର ଆଗ ଧାଡିର ନେତା ଏବଂ ଏକ ଦକ୍ଷିଣପନ୍ଥୀ ସଂଗଠନର ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା । ଅଭିଯୁକ୍ତର ନାମ ମୌଲଭି ସୋହେଲ…
ଧରାପଡ଼ିଲା ମୋଟର ସାଇକେଲ ଚୋର ଓ ଜବତ ହେଲା ୩ ଚୋରି ମୋଟର ସାଇକେଲ
ଭୁବନେଶ୍ୱର : ମୋଟର ସାଇକେଲ ଚୋର କୁ ଧରିଲା ପୋଲିସ ଏବଂ ତିନଟି ବାଇକ ଜବତ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଟୁଙ୍ଗାମାଳ ରୁ ମୋଟର ସାଇକେଲ ଚୋରି ହୋଇଥିଲା ଏନେଇ…
ଓଡିଶା ବସରୁ ଆନ୍ଧ୍ରରେ ଜବତ ହେଲା ୨.୪୦ କୋଟି
ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଗୋପାଳପୁରମ ପଞ୍ଚାୟତର ଜଗନ୍ନାଧପୁରମ ଗାଁ ନିକଟ ଚେକପୋଷ୍ଟରେ ଯାଞ୍ଚ ସମୟରେ ଏକ ଘରୋଇ ବସରୁ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି ପୋଲିସ । ଅନ୍ତଃଜିଲ୍ଲା ଚେକପୋଷ୍ଟ ନିକଟରେ ପୋଲିସ ଚେକିଂ କରୁଥିବା…
ରାହୁଲ ଗାନ୍ଧୀ ପୁଣି ସନାତନ ବିରୋଧୀ ମନ୍ତବ୍ୟ ଦେଲେ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ପୁଣି ଥରେ ସନାତନ ଧର୍ମକୁ ଅସମ୍ମାନ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୁଦ୍ର ଜଳ ମଧ୍ୟରେ ଦ୍ୱାରକା ପୂଜାକୁ ଏକ ନାଟକ ବୋଲି ବର୍ଣ୍ଣନା କରିଛନ୍ତି । ପୁଣେରେ ହୋଇଥିବା ନିର୍ବାଚନ ରାଲିରେ ସେ କହିଛନ୍ତି ଯେ,…
ମେ ୬ରେ ଓଡିଶା ଆସିବେ ମୋଦୀ
ଭୁବନେଶ୍ୱର : ମେ’ ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁରରେ ବିଶାଳ ରୋଡ଼ ସୋ କରିବେ ଓ ପରେ ନବରଙ୍ଗପୁରରେସାଧାରଣ ସଭାରେ ଯୋଗ ଦେବେ। ଶାହା ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି। ମୋଦିଙ୍କ ଓଡ଼ିଶା ଗସ୍ତ…